ETV Bharat / sitara

କୋରୋନା ଭାଇରସ ଆତଙ୍କ: ପାର୍ଟି କରୁଥିବା ଲୋକଙ୍କ ଉପରେ ରାଗିଲେ ଖିଲାଡୀ

କୋରୋନା ଭାଇରସରେ ଆକ୍ରାନ୍ତ ଗାୟିକା କନିକା କପୁରଙ୍କ। ନିକଟରେ ପାର୍ଟି କରି ସେ ବିବାଦରେ। ଏବେ ଏହି କଥାରେ କ୍ରୋଧ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର।

author img

By

Published : Mar 21, 2020, 1:33 PM IST

_akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ବିଶ୍ବରେ ବ୍ୟାପିଛି କୋରୋନା ଭାଇରସ ଭୟ। ଅନେକ ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି। ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଏହି ଭାଇରସରୁ ନିଜକୁ ସୁରକ୍ଷିତ ରଖିବାକୁ ଅନେକ ପ୍ରାୟାସ ଚଳାଇଛନ୍ତି। ଇତିମଧ୍ୟରେ କୋରୋନା ଭାଇରସ ବିଷୟରେ ଆଲୋଚନା କରିଛନ୍ତି ଖିଲାଡି ଅକ୍ଷୟ କୁମାର। ଶୁକ୍ରବାର ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ଉପରେ ରାଗ ପ୍ରକାଶ କରିଛନ୍ତି।

ଭିଡିଓ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଏବେ ଫ୍ୟାନ୍ସଙ୍କ ଅକ୍ଷୟଙ୍କ ଏହି ରାଗର କାରଣ ଫେମସ ଗାୟିକା କନିକା କପୁରଙ୍କୁ ଦାୟୀ କରିଛନ୍ତି। କାରଣ ଏହି ଭିଡିଓରେ ଅକ୍ଷୟ ହୋମ କ୍ବାରେଣ୍ଟାଇନ ସତ୍ତ୍ବେ ପାର୍ଟି କରୁଥିବା ଲୋକଙ୍କୁ କଡା ଜବାବ ଦେଉଥିବାର ଦେଖାଯାଉଛନ୍ତି। କୋରୋନା ଭାଇରସ ପ୍ରକୋପ ପାଇଁ ପୁରା ଦୁନିଆରେ ବିପଦ ଘେରରେ। ଏହି ମହାମାରୀ ପାଇଁ ସ୍କୁଲ, ଅଫିସ, ମଲରୁ ନେଇ ଫିଲ୍ମ ସୁଟିଂ, ଜିମ ଓ ସ୍ବିମିଂପୁଲ ବନ୍ଦ ରଖାଯାଇଛି। ସବୁ କଳାକାର ମଧ୍ୟ ବର୍ତ୍ତମାନ ଘରେ ସମୟ ବିତାଉଛନ୍ତି।

ଟ୍ବିଟରରେ ଭିଡିଓ ପୋଷ୍ଟ କରି ଅକ୍ଷୟ ସୁରକ୍ଷିତ ରହିବାକୁ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି । ଏହାସହ ସେ କହିଛନ୍ତି ଅନେକ ଆଦେଶ ପରେ ଲୋକ କାହିଁକି ବାହାରକୁ ଯାଉଛନ୍ତି, ପାର୍ଟି କରିବାରେ ଲାଗିଛନ୍ତି, ଏକଥା ସେ ବୁଝିପାରୁନାହାଁନ୍ତି । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.