ETV Bharat / sitara

ବବି ଓ ରିତେଶଙ୍କୁ ଖିଲାଡିଙ୍କ କଡା ଜବାବ

author img

By

Published : Oct 17, 2019, 1:06 PM IST

କମେଡି ଡ୍ରାମା ଫିଲ୍ମ ‘ହାଉସଫୁଲ 4’ର ପ୍ରମୋଶନ ଟ୍ରେନ ପରେ ଏବେ କପିଲ ଶର୍ମାଙ୍କ ରିୟାଲିଟି ଶୋରେ ହେବ । ସୁଟିଂ ପୂର୍ବରୁ ସୋସିଆଲ ମିଡିଆରେ ମସ୍ତିମଜାକ ମୁଡରେ ନଜର ଆସୁଛନ୍ତି ଏହି ତିନି ଷ୍ଟାର ।

ଫଟୋ ସୌଜନ୍ୟ: ଅକ୍ଷୟ କୁମାର ଫ୍ୟାନକ୍ଲବ

ମୁମ୍ବାଇ: ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ବବି ଦେଓଲ ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ ରିଲିଜ ହେବାକୁ ପ୍ରସ୍ତୁତ । ଆଉ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଷ୍ଟାରକାଷ୍ଟ । କମେଡିର ଓଭରଡୋଜ ନେଇ ପରଦାରେ ଅକ୍ଟୋବର 26ରେ ରିଲିଜ ହେବ ଫିଲ୍ମ । ବୁଧବାର ‘ପ୍ରମୋଶନ ଅନ ହ୍ବିଲ୍ସ’ରେ ଫିଲ୍ମର ପ୍ରମୋଶନ ମୁମ୍ବାଇରୁ ଆରମ୍ଭ ହୋଇ ଦିଲ୍ଲୀରେ ଶେଷ ହୋଇଥିଲା ।

ଏହାପରେ ଫିଲ୍ମର ପ୍ରମୋଶନ ପାଇଁ ପୁରା ଟିମ ଟେଲି ଜଗତର କମେଡି କିଙ୍ଗ କପିଲ ଶର୍ମାଙ୍କ ରିୟାଲିଟି ଶୋରେ ନଜର ଆସିବେ । ଯାହାର ସୁଟିଂ ପାଇଁ କପିଲଙ୍କ ସେଟରେ ପହଞ୍ଚିଥିଲେ ଷ୍ଟାରକାଷ୍ଟ ।

ଭିଡିଓ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଇତିମଧ୍ୟରେ ରିତେଶ ଓ ବବି କପିଲଙ୍କ ସେଟରେ ଅକ୍ଷୟଙ୍କ ପୂର୍ବରୁ ପହଞ୍ଚି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓରେ ସେ ଅକ୍ଷୟଙ୍କୁ ମିଛୁଆ କହୁଥିବାର ଦେଖାଯାଉଛନ୍ତି । ଦୁଇଜଣ ଅକ୍ଷୟଙ୍କ ଠାରୁ ପୂର୍ବରୁ ସୁଟିଂ ସେଟରେ ପହଞ୍ଚିଥିବାରୁ ତାଙ୍କୁ ଅନେକ କମେଣ୍ଟ ମଧ୍ୟ ମାରିଛନ୍ତି । ଆଉ ଅକ୍ଷୟ ସକାଳୁ ଶୀଘ୍ର ଉଠିବା କଥା ମଧ୍ୟ ମିଛ ବୋଲି କହିଛନ୍ତି ବବି ।

ଭିଡିଓ ସୌଜନ୍ୟ: ଟ୍ବିଟର@ରିତେଶ ଦେଶମୁଖ

ଅକ୍ଷୟ ମଧ୍ୟ କେଉଁ ଚୁପ ବସିବା ବ୍ୟକ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବବି ଓ ରିତେଶଙ୍କୁ କଡା ଜବାବ ଦେଇଛନ୍ତି । ବର୍ତ୍ତମାନ ଅକ୍ଷୟଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୁଟିଂ 9ରେ ଥିବା ବେଳେ ତୁମେମାନେ 7.30ରେ ସେଟର କଣ କରୁଛ । ଝାଡୁ ମାରିବାକୁ ଯାଇଛି କି । ଯଦି ଶୀଘ୍ର ଯାଇଛି ତେବେ ସେଠାରେ ଲାଇଟ ଉଠାଇ ଦିଅ ଆଉ କିଛି କାମ କରିନିଅ । 9ଟାରେ ସୁଟିଂ ସିଡ୍ୟୁଲ ଅଛି ମାନେ ସେ ଠିକ୍ ସମୟରେ ସେଟରେ ପହଞ୍ଚିବେ ବୋଲି ଭିଡିଓରେ କହିଛନ୍ତି ଅକ୍ଷୟ । ଆପଣ ମଧ୍ୟ ଦେଖନ୍ତୁ ଏହି ମଜାଦାର ଭିଡିଓ...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.