ETV Bharat / sitara

'ରାମ ସେତୁ'ର ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନର ଫଟୋ ସେୟାର କଲେ ଅକ୍ଷୟ

ଏବେ ଅକ୍ଷୟ କୁମାର ଫିଲ୍ମ 'ରାମ ସେତୁ' ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମର ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନରେ ଅକ୍ଷୟ, ଜ୍ୟାକଲିନ, ନୃସରତ, ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକମାନେ ଏକାଠି ନଜର ଆସିଥିଲେ । ଅଧିକ ପଢନ୍ତୁ...

author img

By

Published : Mar 7, 2021, 7:51 PM IST

akshay film-ram-setu-script-reading-session-see-pics
'ରାମ ସେତୁ'ର ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନର ଫଟୋ ସେୟାର କଲେ ଅକ୍ଷୟ

ନୂଆଦିଲ୍ଲୀ: ଏବେ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଫିଲ୍ମ 'ରାମ ସେତୁ' ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମର ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନରେ ଅକ୍ଷୟ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍, ନୃସରତ ଭରୁଚା, ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକମାନେ ଏକାଠି ନଜର ଆସିଥିଲେ । ସମସ୍ତେ ଏକ ଟେବୁଲରେ ବସି ସ୍କ୍ରିପ୍ଟ ପଢୁଥିବାର ଦେଖିବାକୁ ମିଳିଛି ।

ଏହି ଚଳଚ୍ଚିତ୍ରକୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି ।

ଅକ୍ଷୟ ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନର ଫଟୋ ସେୟାର କରି ଲେଖିଛନ୍ତି, 'ଯେଉଁ ଟିମ ଏକାଠି ପ୍ରସ୍ତୁତ ଆରମ୍ଭ କରନ୍ତି, ସେମାନେ ସଫଳତା ମଧ୍ୟ ହାସଲ କରିଥାନ୍ତି । ଆଜି 'ରାମ ସେତୁ'ଙ୍କ ଟିମଙ୍କ ସହିତ ଏକ ଜବରଦସ୍ତ ସ୍କ୍ରିପ୍ଟ ରିଡିଙ୍ଗ ସେକ୍ସନ କରାଯାଇଥିଲା । ଜ୍ୟାକଲିନ୍, ନୃସରତ, ଅଭିଷେକ ଏବଂ ଡକ୍ଟର ଚନ୍ଦ୍ରପ୍ରକାଶ ମଧ୍ୟ ଏକାଠି ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ, ଏହା ଦ୍ବିତୀୟ ଥର ହେବ ଅକ୍ଷୟ ଏବଂ ଚନ୍ଦ୍ରପ୍ରକାଶ ଏକ ଫିଲ୍ମରେ ଏକାଠି କାମ କରୁଛନ୍ତି । ଏହା ପୂର୍ବରୁ ଦୁହେଁ ପ୍ରୃଥିରାଜରେ ମଧ୍ୟ କାମ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.