ETV Bharat / sitara

ସଞ୍ଜୟଙ୍କ ପରେ ଆଦିତ୍ୟଙ୍କ ସମର୍ଥନରେ ମିଥୁନ

author img

By

Published : Oct 19, 2019, 3:17 PM IST

ଶୁକ୍ରବାର ସଲମାନ ଖାନଙ୍କ ବଡିଗାର୍ଡ ଶେରା ଶିବସେନାରେ ସାମିଲ ହୋଇଛନ୍ତି। ଶନିବାର ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶିବସେନାର ଯୁବନେତା ଆଦିତ୍ୟ ଠାକରେଙ୍କ ସମର୍ଥନରେ ବାହାରିଛନ୍ତି। ପୂର୍ବରୁ ସଞ୍ଜୟ ଦତ୍ତ ମଧ୍ୟ ଆଦିତ୍ୟଙ୍କୁ ତାଙ୍କର ସମର୍ଥନ ଜଣାଇଛନ୍ତି।

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ । ଏଥରର ନିର୍ବାଚନ ଶିବସେନା ପାଇଁ ବହୁତ ଖାସ୍ ରହିଛି । କାରଣ ଏଥର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନାର ଯୁବଶାଖା ସଭାପତି ଆଦିତ୍ୟ ଠାକରେ ରାଜନୀତିରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଦିତ୍ୟ ମୁମ୍ବାଇ ବର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଆଉ ତାଙ୍କ ସପୋର୍ଟରେ ଧିରେ ଧିରେ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳୁଛି ।

କିଛି ଦିନ ପୂର୍ବରୁ ବି-ଟାଉନର ମୁନ୍ନା ଭାଇ ସଞ୍ଜୟ ଦତ୍ତ ଏକ ସାକ୍ଷାତକାରରରେ ତାଙ୍କୁ ସପୋର୍ଟ କରିବା କଥା କହିଥିବା ବେଳେ ଏବେ ବଲିଉଡର ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀ ସାମ୍ନାକୁ ଆସିଛନ୍ତି । ସେ ମଧ୍ୟ ଏକ ଭିଡିଓ ରିଲିଜ କରି ନିଜ ପ୍ରଶଂସକଙ୍କୁ ଅପିଲ କରିଛନ୍ତି ଯେ ଆଦିତ୍ୟଙ୍କୁ ଭୋଟ କରିବା ପାଇଁ । ଏହାସହ ସେ କହିଛନ୍ତି କି ଯେବେ ମଧ୍ୟ ସେ ମାତୋଶ୍ରୀ ଯାଇଛନ୍ତି ଖାଇକି ଫେରିଛନ୍ତି । ବାଲା ସାହେବ ତାଙ୍କ ପିତା ଭଳି ଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.