ETV Bharat / sitara

ବିବାଦରେ ଫିଲ୍ମ 'ସାଏରା ନରସିମ୍ହା ରେଡ୍ଡୀ'; ପାଇକ ବିଦ୍ରୋହକୁ ଅସମ୍ମାନ ଅଭିଯୋଗ

ଅକ୍ଟୋବର ୨ରେ ରିଲିଜ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ 'ସାଏରା ନରସିମ୍ହା ରେଡ୍ଡୀ'କୁ ନେଇ କିଛି ଦିନ ହେବ ଆରମ୍ଭ ହୋଇଯାଇଛି ବିବାଦ । ଓଡ଼ଶୀବାସୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ବିଦ୍ରୋହ କହୁଥିବା ବେଳେ ଫିଲ୍ମରେ ନରସିମ୍ହାଙ୍କୁ ପ୍ରଥମ ସ୍ବାଧୀନତା ସଂଗ୍ରାମୀ କୁହାଯାଇଛି। ଅଧିକ ପଢନ୍ତୁ :

author img

By

Published : Sep 25, 2019, 5:35 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ରିଲିଜ ପୂର୍ବରୁ ବିବାଦରେ ‘ସାଏରା ନରସିମ୍ହା ରେଡ୍ଡୀ’ ଚଳଚ୍ଚିତ୍ର । 1846 ଆନ୍ଧ୍ର ପ୍ରଦେଶରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିମ୍ହା ରେଡୀଙ୍କ ବିଦ୍ରୋହକୁ ନେଇ ନିର୍ମିତ ହୋଇଛି ହାଇ ବଜେଟ ଫିଲ୍ମ ‘ସାଏରା ନରସିମ୍ହା ରେଡ୍ଡୀ’ । ସାଉଥର ଫେମସ ପ୍ରଯୋଜକ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଥିବା ବେଳେ ଫିଲ୍ମଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି ଚାରୋଟି ଭାଷାରେ ରିଲିଜ କରାଯିବ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ତେବେ 1817 ମସିହାରେ ପ୍ରଥମେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା । ସେହି ସମୟରେ ଓଡ଼ିଶାର ବୀର ପାଇକ ମାନେ ବ୍ରିଟିଶଙ୍କୁ ଧୂଳି ଚଟାଇଥିଲେ । ଇତିହାସର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ଏଠି ପ୍ରଶ୍ନ ଉଠୁଛି , ଏହି ଫିଲ୍ମର କାହାଣୀ ପାଇକ ବିଦ୍ରୋହ ପ୍ରତି ଅସମ୍ନାନ ନୁହେଁ ତ? ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇତିହାସ ଗବେଷକ ସନ୍ତ କୁମାର ।

କେଉଁ ବିଦ୍ରୋହ ପ୍ରଥମେ ହୋଇଥିଲା ତାହା ଗବେଷଣା ହେଲେ ହିଁ କହିହେବ । ମନଇଚ୍ଛା ଯିଏ ଯାହା କହିଲେ ତାହା ଗ୍ରହଣୀୟ ନୁହେଁ ବୋଲି ଏଭଳି କିଛି ଯୁକ୍ତି ବାଢିଛନ୍ତି ଇତିହାସ ପ୍ରଫେସର ସନ୍ତ କୁମାର ମଲ୍ଲିକ । ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ଫିଲ୍ମକୁ ନେଇ ଆପତ୍ତି ପ୍ରକାଶ କରିସାରିଛନ୍ତି ।

ଫିଲ୍ମରେ ମୁଖ୍ୟ ଭୂମିକାରେ ମେଗାଷ୍ଟାର ଚିରଞ୍ଜୀବ ଓ ବିଗ ବି ଅମିତାଭ ବଚ୍ଚନ ନଜର ଆସିବେ । ଫିଲ୍ମରେ ବ୍ରିଟିଶଙ୍କ ବିରୋଧରେ ଲଢିଥିବା ନରସିମ୍ହାଙ୍କୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ କୁହାଯାଇଛି । ଯାହାକୁ ନେଇ ଏବେ ଓଡ଼ିଶାବାସୀ ପ୍ରଶ୍ନ ଉଠାଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟିଭି ଭାରତ

Intro:କେଉଁ ବିଦ୍ରୋହ ପ୍ରଥମେ ହୋଇ ଥିଲା ତାହା ଗବେଷଣା ହେଲେ ହିଁ କହି ହେବ , ମନ ଇଚ୍ଛା ଯିଏ ଯାହା କହିଲେ ତାହା ଗ୍ରହଣିୟ ନୁହେଁ : ଇତିହାସ ପ୍ରଫେସର ସନ୍ତ କୁମାର ମଲ୍ଲିକ ।
1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ଙ୍କ ବିଦ୍ରୋହ ରେ ଏକ ହାଇ ବଜେଟ ଫିଲ୍ମ ତିଆରି ହୋଇଛି । ଆନ୍ଦ୍ରପ୍ରଦେଶର ଜଣେ ଫିଲ୍ମ ପ୍ରଡୁସର ଏହି ଚଳଚ୍ଚିତ୍ର କୁ ତିଆରି କରୁ ଥିବା ବେଳେ ଫିଲ୍ମ ଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି
ଚାର ଟି ଭାଷା ରେ ତିଆରି ହେଉଛି । ଏଥି ରେ ବଲିଉଡ ର ବାଦଶାହା ଅମିତ ବଚ୍ଚନ, ତେଲେଗୁ ସୁପର ଷ୍ଟାର ଚିରଞ୍ଜିବି ପ୍ରମୁଖ ନଜର ଆସିବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଫିଲ୍ମ ରେ 1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ବିଦ୍ରୋହ କୁ ଦେଶ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦେଖା ଯାଉଛି ତେବେ 1817 ମସିହା ରେ ଓଡ଼ିଶାର ରୁ ହୋଇଥିବା ପାଇକ ବିଦ୍ରୋହ କଣ ଅଟେ? ଇତିହାସ ର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶ ର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ତେବେ ଏଠି ପ୍ରଶ ଉଠୁଛି , ଏହି ଫିଲ୍ମ ପାଇକ ବିଦ୍ରୋହ ପ୍ରତି ଏହା ଅସମ୍ନାନ ନୁହେଁ ତ?

Body:କେଉଁ ବିଦ୍ରୋହ ପ୍ରଥମେ ହୋଇ ଥିଲା ତାହା ଗବେଷଣା ହେଲେ ହିଁ କହି ହେବ , ମନ ଇଚ୍ଛା ଯିଏ ଯାହା କହିଲେ ତାହା ଗ୍ରହଣିୟ ନୁହେଁ : ଇତିହାସ ପ୍ରଫେସର ସନ୍ତ କୁମାର ମଲ୍ଲିକ ।
1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ଙ୍କ ବିଦ୍ରୋହ ରେ ଏକ ହାଇ ବଜେଟ ଫିଲ୍ମ ତିଆରି ହୋଇଛି । ଆନ୍ଦ୍ରପ୍ରଦେଶର ଜଣେ ଫିଲ୍ମ ପ୍ରଡୁସର ଏହି ଚଳଚ୍ଚିତ୍ର କୁ ତିଆରି କରୁ ଥିବା ବେଳେ ଫିଲ୍ମ ଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି
ଚାର ଟି ଭାଷା ରେ ତିଆରି ହେଉଛି । ଏଥି ରେ ବଲିଉଡ ର ବାଦଶାହା ଅମିତ ବଚ୍ଚନ, ତେଲେଗୁ ସୁପର ଷ୍ଟାର ଚିରଞ୍ଜିବି ପ୍ରମୁଖ ନଜର ଆସିବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଫିଲ୍ମ ରେ 1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ବିଦ୍ରୋହ କୁ ଦେଶ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦେଖା ଯାଉଛି ତେବେ 1817 ମସିହା ରେ ଓଡ଼ିଶାର ରୁ ହୋଇଥିବା ପାଇକ ବିଦ୍ରୋହ କଣ ଅଟେ? ଇତିହାସ ର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶ ର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ତେବେ ଏଠି ପ୍ରଶ ଉଠୁଛି , ଏହି ଫିଲ୍ମ ପାଇକ ବିଦ୍ରୋହ ପ୍ରତି ଏହା ଅସମ୍ନାନ ନୁହେଁ ତ?

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.