ETV Bharat / sitara

ସଲମାନଙ୍କୁ ଆଶ୍ବସ୍ତି, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଖୁସି - କୃଷ୍ଣସାର ମୃଗ ଶିକାର ମାମଲା ଶୁଣାଣି

ବର୍ତ୍ତମାନ ସୋସିଆଲ ମିଡିଆରେ ସଲମାନଙ୍କ ପାଇଁ ଖୁସି ପ୍ରକାଶ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ଗୁରୁବାର ଦିନ ତାଙ୍କୁ ଯୋଧପୁର କୋର୍ଟରୁ ରିହାତି ମିଳିବାରୁ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 12, 2021, 8:07 AM IST

ମୁମ୍ବାଇ: ସଲମାନ ଖାନଙ୍କୁ ମିଳିଛି ଆଶ୍ବସ୍ତି । ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଗୁରୁବାର ଦିନ ଯୋଧପୁର ଜିଲ୍ଲା ଜର୍ଜ କୋର୍ଟରେ ଏହାର ଶୁଣାଣି ହୋଇଥିଲା ଏବଂ ଏହି ସମୟରେ ରାଜ୍ୟ ସରକାରଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ଏହି ଖୁସିକୁ ଫ୍ୟାନ୍ସ ସୋସିଆଲ ମିଡିଆରେ ପ୍ରକାଶ କରିବାରେ ଲାଗିଛନ୍ତି । ବର୍ତ୍ତମାନ ଟ୍ବିଟରରେ ‘ଆଇ ଲଭ ୟୁ ସଲମାନ’ ଟ୍ରେଣ୍ଡ ମଧ୍ୟ କରୁଛି ।

  • Repeat after me
    East Or West Salman Khan KHAN is The Best.

    WE LOVE YOU SALMAN KHAN

    — dabbang (@devotee2722) February 11, 2021 " class="align-text-top noRightClick twitterSection" data=" ">

1998ରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ସମୟରେ ସଲମାନ ମଙ୍ଗଳବାର ଦିନ ଯୋଧପୁର ଅଧିବେଶନ କୋର୍ଟରେ ମିଥ୍ୟା ସତ୍ୟପାଠ 2003ରେ ଦାଖଲ କରିଥିବାରୁ କ୍ଷମା ମାଗିଥିଲେ । ଯାହାପରେ ଏହି ମାମଲାର ଅନ୍ତିମ ରାୟ ଶୁଣାଣି ଗୁରୁବାର ଦିନ କରାଯିବ ବୋଲି କୁହାଯାଇଥିଲା ।

  • When millions of prayers are with you , then no one I repeat no one could damage you . Strong as rock ! #SalmanKhan

    "WE LOVE YOU SALMAN KHAN"

    — Rahul ( RV ) (@RahulVerma4860) February 11, 2021 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି 1998ରେ ଯୋଧପୁର ନିକଟ କାନକାନି ଗ୍ରାମରେ କୃଷ୍ଣସାର ମୃଗ ଶିକାର କରିଥିବାରୁ ସଲମାନଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ କୋର୍ଟ ତାଙ୍କୁ ଅସ୍ତ୍ର ଲାଇସେନ୍ସ ଦାଖଲ କରିବାକୁ କହିଥିଲେ । 2003ରେ ସଲମାନ କୋର୍ଟରେ ଏକ ଆଫିଡେଭିଟ୍ ଦେଇ କହିଥିଲେ ଯେ ତାଙ୍କ ଲାଇସେନ୍ସ ହଜିଯାଇଛି ।

  • Salman Khan fans have Hijacked the Twitter trending list within no time, without any planning

    Pure raw stardom and raw fan power of @BeingSalmanKhan

    WE LOVE YOU SALMAN KHAN ❤️

    — Salman's Fan (@SunnyShines_) February 11, 2021 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.