ETV Bharat / sitara

ୟୁଟ୍ୟୁବରେ ଛାଇଲା ‘ୱାନ ଟୁ ୱାନ ଟୁ’ର ଯାଦୁ

ଶୁକ୍ରବାର ରିଲିଜ ହୋଇଯାଇଛି ‘ହାଲୋ ଚାର୍ଲି’ର ନୂଆ ଗୀତ ‘ୱାନ ଟୁ ୱାନ ଟୁ’ । ଏପ୍ରିଲ 9ରେ ରିଲିଜ ହେବ ଫିଲ୍ମ । ଫିଲ୍ମରେ ଡେବ୍ୟୁ କରୁଛନ୍ତି କରୀନା କପୁରଙ୍କ କଜନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 27, 2021, 1:40 PM IST

ମୁମ୍ବାଇ: ଜ୍ୟାକି ଶ୍ରଫ ଓ ଆଦର ଜୈନଙ୍କ ଷ୍ଟାରର ଆଡଭେଞ୍ଚର କମେଡି ଫିଲ୍ମ ‘ହାଲୋ ଚାର୍ଲି’ର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଜରିଆରେ କପୁର ବଂଶର ଲାଡଲା ଆଦର ଡେବ୍ୟୁ କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଇତିଧ୍ୟରେ ଫିଲ୍ମର ମଜାଦାର ଗୀତ ‘ୱାନ ଟୁ ୱାନ ଟୁ’ ରିଲିଜ ହୋଇଯାଇଛି । ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଗୀତ ।

ଏହି ମଜାଦାର ଗୀତରେ ଆଦରଙ୍କ ସହ ଗରିଲ୍ଲାର କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଭରପୁର ମାତ୍ରାରେ ନଜର ଆସୁଛି । ଗୀତର ଡାନ୍ସ ଦେଖି ଦର୍ଶକଙ୍କ ମଧ୍ୟ ଆଶ୍ଚର୍ଯ୍ୟ । ଦେଖନ୍ତୁ ଭିଡିଓ...

  • " class="align-text-top noRightClick twitterSection" data="">

ବର୍ତ୍ତମାନ ଦର୍ଶକଙ୍କୁ ଏହି ଗୀତଟି ଏତେ ପସନ୍ଦ ଆସୁଛି ଯେ ରିଲିଜର 18 ଘଣ୍ଟା ମଧ୍ୟରେ 50 ଲକ୍ଷରୁ ଅଧିକଥର ଦେଖାସରିଲାଣି । ସେହିପରି ଗୀତଟି ବାୟୁ ଲେଖିଥିବା ବେଳେ ଦମଦାର ଅନ୍ଦାଜରେ ଗାଇଛନ୍ତି ନକ୍ସା ଅଜୀଜ । ଯାହାର କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କରିଛନ୍ତି । ଆଉ ଗୀତକୁ କମ୍ପୋଜ କରିଛନ୍ତି ତାନିଷ୍କ ବାଗଚି । ଏପ୍ରିଲ 9ରେ ରିଲିଜ ହେବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.