ETV Bharat / sitara

ହୃଦୟ କଥାକୁ ଅନୁସରଣ କରିବା ମୋ ପାଇଁ ସହଜ: ବିଦ୍ୟା

author img

By

Published : Aug 13, 2020, 8:01 PM IST

ସବୁବେଳେ ନିଜ ଇଚ୍ଛା ଅନୁଯାୟୀ କାମ କରିବାକୁ ପସନ୍ଦ କରନ୍ତି ବିଦ୍ୟା । ଏପରି ଅନେକ କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ନିକଟରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମରେ ହ୍ୟୁମାନ କମ୍ପ୍ୟୁଟର ତଥା ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଶାନଦାର ଅଭିନୟ କରିଛନ୍ତି ସେ । ଇତିମଧ୍ୟରେ ସେ ନିଜର ଏକ ଖାସ୍ ବୟାନକୁ ନେଇ ଚର୍ଚ୍ଚାରେ ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ଯେ ତାଙ୍କୁ ସବୁବେଳେ ନିଜ ହୃଦୟ କଥା ଶୁଣିବାକୁ ସହଜ ଲାଗିଥାଏ । ଏମିତି ଜୀବନରେ କରିବା କଥା ଯାହା ଆପଣଙ୍କ ପାଇଁ ସ୍ବାଭାବିକ ନୁହେଁ । କିଛି ଭୟାନକ ପ୍ରକ୍ରିୟା ହୋଇପାରିବ । ଯାହାକୁ ସେ କିଛି ବର୍ଷ ପୂର୍ବରୁ ଅନୁଭବ କରିସାରିଛନ୍ତି ।

‘ମୁଁ ଭାବୁଛି ଯେତେବେଳେ ଆପଣ ଏପରି କିଛି କରୁଛ ଯାହା ଆପଣ ପାଇଁ ପ୍ରାକୃତିକ ନୁହେଁ କିମ୍ବା ତାହାଆପଣଙ୍କ ପାଇଁ ପ୍ରାମାଣିକ ନୁହେଁ, ସେହି ପ୍ରକ୍ରିୟା ବହୁତ ଯନ୍ତ୍ରଣାଦାୟକ ଅଟେ । ଏହାକୁ ମୁଁ କିଛି ବର୍ଷ ପୂର୍ବେ ଅନୁଭବ କରିଥିଲି। 10 ବର୍ଷ ପୂର୍ବେ ମୁଁ ମୋ ଆନ୍ତରିକ ସ୍ବରକୁ ଶୁଣି ଆରମ୍ଭ କରିଥିଲା ଆଉ ଯାହାକୁ ଏଯାବତ ପାଳନ କରିଆସୁଛି । ଯେଉଁଥିରୁ ମୁଁ ପାଇଛି କିପରି ସହଜ ଜିନିଷ କରିପାରିବି । ହେଲେ ଯେତେବେଳେ ମୁଁ ଭାବିବି କି ଏହି କାମ ମୋ ପାଇଁ ଠିକ୍ ତାହା କେବେ ମଧ୍ୟ ଠିକ୍ ହୁଏନାହିଁ । ସେଥିପାଇଁ ମୁଁ ନିଜକୁ କେବେ ମଧ୍ୟ ବିଦ୍ରୋହୀ ରୂପେ ଦେଖେ ନାହିଁ । ମତେ ଲାଗୁଛି ଯେବେ ଲୋକ ଯାହା ଚାହାଁନ୍ତି ତାହା କରୁଥିବାରୁ ଅନ୍ୟ ଲୋକଙ୍କ ଦ୍ବାରା ବିଦ୍ରୋହୀ ଭାବେ ନାମିତ ହୁଅନ୍ତି । ହେଲେ ମୁଁ ଯାହା ଚାହୁଁଥିଲେ ତାହା ହିଁ କରିଛି ଯାହା ପାଇଁ ମୁଁ ବିଦ୍ରୋହୀ ନୁହେଁ । କାରଣ ମତେ ମୋ ହୃଦୟ କଥାକୁ ଅନୁସରଣ କରିବାକୁ ସହଜ ଲାଗେ’ ବୋଲି କହିଥିଲେ ବିଦ୍ୟା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.