ETV Bharat / sitara

ଫାଦର୍ସ ଡେରେ ସ୍ବାମୀ-ଝିଅଙ୍କ ସୁନ୍ଦର ଫଟୋ ପୋଷ୍ଟ କଲେ ଟ୍ବିଙ୍କଲ

author img

By

Published : Jun 21, 2021, 7:43 AM IST

ଭାଇରାଲ ହେଉଛି ଟ୍ବିଙ୍କଲଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ନିତାରାଙ୍କ ସହ ନଜର ଆସୁଛନ୍ତି ଅକ୍ଷୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟ୍ବିଙ୍କଲ ଖନ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟ୍ବିଙ୍କଲ ଖନ୍ନା

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଲେଖିକା ଟ୍ବିଙ୍କଲ ଖନ୍ନା ଫାଦର୍ସ ଡେ ଅବସରରେ ଲାଡଲୀ ସହ ସ୍ବାମୀଙ୍କ ଏକ ସ୍ପେଶାଲ ଫଟୋ ସେୟାର କରିଥିଲେ । ଯେଉଁଥିରେ କୁନି ଝିଅ ନିତାରାଙ୍କ ସହ ନଜର ଆସୁଛନ୍ତି ଅକ୍ଷୟ ।

ସେହିପରି ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଟ୍ବିଙ୍କଲ ଲେଖିଛନ୍ତି, ‘ଝିଅର କାନ୍ଥ ସେ । ସେ ତାଙ୍କୁ ଧରି ଠିଆ ହେବା ଶିଖେ । ତାଙ୍କ ଆଖିରେ ଦୁନିଆ ଦେଖେ । ଅକ୍ଷୟ ସେହିଦିନକୁ ଅପେକ୍ଷା କରିଛନ୍ତି ଯେବେ ଝିଅ ନିଜେ ଉଚ୍ଚତା ସିଡି ଚଢି ପାରିବ ଏବଂ ନିଜେ ନିଜର କାନ୍ଥ ସାଜିପାରିବ।’

ସେପଟେ ଅକ୍ଷୟ ମଧ୍ୟ ଏହି ଖାସ ଦିନରେ ପିତା, ପୁଅ ଆରବ ଏବଂ ଝିଅ ନିତାରାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.