ETV Bharat / sitara

ତାପସୀଙ୍କ ଫେଭରେଟ ବହି ପଢି ଡରିଗଲେ ନିର୍ଦ୍ଦେଶକ ସୁଜୟ, ଜାଣନ୍ତୁ କାହିଁକି ? - ଲେଖକ ଦିନେଶ ପଣ୍ଡିତଙ୍କ ବହି

ଭାଇରାଲ ହେଉଛି ତାପସୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଯେଉଁଥିରେ ନଜର ଆସୁଛନ୍ତି ନିର୍ଦ୍ଦେଶକ ସୁଜୟ ଘୋଷ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 11, 2021, 9:07 AM IST

ମୁମ୍ବାଇ: ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ନଜର ଆସନ୍ତି ତାପସୀ ପନ୍ନୁ । ସେ ଯାହା ବି ସେୟାର କରନ୍ତି ତାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୁଏ । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି । ହେଲେ ଏଥର ତାଙ୍କ ପୋଷ୍ଟରେ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ନଜର ଆସୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

କଥାଟି ହେଲା ଯେ ତାପସୀ ଫେମସ ଲେଖକ ଦିନେଶ ପଣ୍ଡିତଙ୍କ ଦ୍ବାରା ଲେଖାଯାଇଥିବା ବହି ପଢିବାକୁ ଭଲ ପାଆନ୍ତି। କିନ୍ତୁ ଏଥର ସେ ନିଜ ପସନ୍ଦୀୟ ବହି ‘ଡକାୟତି 60’ ସୁଜୟଙ୍କୁ ପଢିବାକୁ ଦେଇଛନ୍ତି ।

  • Heart bon Bon u mean ! Now quickly brush up your Hindi skills I need to cast u as my father for my next. https://t.co/IX7IrIRZQT

    — taapsee pannu (@taapsee) June 10, 2021 " class="align-text-top noRightClick twitterSection" data=" ">

ସେହିପରି ସେ ସୁଜୟଙ୍କ ଏହି ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆଶା କରୁଛି ସେ ଆଉ ଏହି ଥ୍ରୀଲର ଦ୍ବାରା ଅନୁପ୍ରାଣିତ ହେବେନି। ହ୍ୟାସଟ୍ୟାଗ୍ ଦୀନେଶ ପଣ୍ଡିତ ।’ ସେପଟେ ସୁଜୟ ମଧ୍ୟ ଟ୍ବିଟରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କି ପୁସ୍ତକ । ହୃଦୟ ଥରାଇ ଦେଲା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.