ETV Bharat / sitara

ସମିତାଙ୍କ ‘ନୋ କୋରୋନା ଟାଇମ୍’ ଫଟୋ ଭାଇରାଲ

ଭାଇରାଲ ହେଲା ସମିତାଙ୍କ ଫଟୋ । ଯାହାକୁ ସେୟାର କରି ସେ ଜଣାଇଛନ୍ତି ବର୍ତ୍ତମାନ ସେ କୋରୋନା ସମୟକୁ ଫେରିବାକୁ ଚାହୁଁନାହାଁନ୍ତି । ଅଧିକ ପଢନ୍ତୁ...

author img

By

Published : Apr 16, 2021, 10:46 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସମିତା ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସମିତା ସେଟ୍ଟୀ

ମୁମ୍ବାଇ: ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ଫିଲ୍ମ ଅପେକ୍ଷା ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ହେଲେ ଗୁରୁବାର ସେ ପୁଲରେ ରିଲାକ୍ସ କରୁଥିବାର ନଜର ଆସିଥିଲେ । ଏକଥା ଆମେ କହୁନାହୁଁ ଏହା ତାଙ୍କ ନୂଆ ପୋଷ୍ଟରେ ଦେଖିବାକୁ ମିଳିଥିଲା ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘କୋରୋନା ସମୟକୁ ଫେରିବାକୁ ଚାହୁଁନି ।’ ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ସମିତା ପୁଲରେ ମସ୍ତି କରୁଥିବାର । ତାଙ୍କ ଏହି ପୋଷ୍ଟକୁ ଏଯାବତ 21 ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି 2000ରେ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ମହବତୈଁ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସମିତା । ଏହାପରେ ତାଙ୍କୁ ‘କ୍ୟାସ୍’, ‘ଜହେର’, ‘ଫରେବ’ ଓ ‘ବେୱଫା’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.