ETV Bharat / sitara

ଅଭିନେତ୍ରୀ ରାଚେଲ ହ୍ବାଇଟ କୋରୋନା ପଜିଟିଭ୍‌

ଜଣାଶୁଣା ଅଭିନେତ୍ରୀ ରାଚେଲ ହ୍ବାଇଟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ରାଚେଲ ଟ୍ୱିଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

actress rachel white tests covid 19 positive
କରୋନାରେ ଆକ୍ରାନ୍ତ ରାଚେଲ ହ୍ବାଇଟ
author img

By

Published : Jul 12, 2020, 4:07 PM IST

ମୁମ୍ବାଇ: ଅଭିନେତ୍ରୀ ରାଚେଲ ହ୍ବାଇଟ କୋରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁଁ ସେଲ୍ଫ ହୋମ କ୍ବାରେଣ୍ଟାଇନରେ ଅଛି । ରାଚେଲ ଟ୍ୱିଟ୍ କରି କହିଛନ୍ତି, ମୋର କୋଭିଡ୍ ଟେଷ୍ଟ ପଜିଟିଭ୍ ବାହାରିଛି । ମୁଁ ସେଲ୍ଫ ହୋମ କ୍ୟାରେଣ୍ଟାନରେ ଅଛି । ମୁଁ ଶୀଘ୍ର ସୁସ୍ଥ ହେବାକୁ ଚାହୁଁଥିବାରୁ ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ ।

  • I have tested COViD19 positive. Quarantined at home. Please keep me in your prayers as I set off on my path to recovery. 🙏

    — Rachel White (@whitespeaking) July 11, 2020 " class="align-text-top noRightClick twitterSection" data=" ">

ରାଚେଲଙ୍କ ଟ୍ୱିଟ୍ ରେ ଜଣେ ୟୁଜର୍ସ ଲେଖିଛନ୍ତି, ନିଜର ଯତ୍ନ ନିଅନ୍ତୁ ଏବଂ ଆପଣ ଶୀଘ୍ର ସୁସ୍ଥ ହୋଇଯିବେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଚିନ୍ତା କର ନାହିଁ, ତୁମେ ଶୀଘ୍ର ଭଲ ହୋଇଯିବ । ରାଚେଲ 'ଉଙ୍ଗୁଲି' ଏବଂ 'ହର ହର ବୋମ୍ୟକେଶ'ରେ ଅଭିନୟ ପାଇଁ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.