ETV Bharat / sitara

44 ବର୍ଷରେ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି ପୂଜା, ଭାଇରାଲ ହେଲା ବୋଲ୍ଡ ଫଟୋ - ସେକ୍ସି ଅନ୍ଦାଜରେ ସ୍ବିଇମିଂ ପୁଲରେ ପୂଜା ବାତ୍ରା

ଭାଇରାଲ ହେଉଛି ପୂଜା ବାତ୍ରାଙ୍କ ବୋଲ଼୍ଡ ଫଟୋ । ସେକ୍ସି ଅନ୍ଦାଜରେ ସ୍ବିଇମିଂ ପୁଲରେ ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ବାତ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ବାତ୍ରା
author img

By

Published : Jun 10, 2021, 12:18 PM IST

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଦୁନିଆଠୁ ଦୂରେଇ ଅଛନ୍ତି ଅଭିନେତ୍ରୀ ପୂଜା ବାତ୍ରା । ହେଲେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାକୁ ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଆଉ ପ୍ରାୟତଃ ନିଜର ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କ ମନ କିଣନ୍ତି । ଇତିମଧ୍ୟରେ ପୁଣି ଦେଖିବାକୁ ମିଳିଲା ତାଙ୍କ ଜଲୱା । ପୁଣି ଫିଦା ହେଲେ ଫ୍ୟାନ୍ସ ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋକୁ ସେ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘40 ବର୍ଷରେ ରହିବା ବହୁତ ଭଲ ଅଟେ ।’ ସେହିପରି ଫଟୋରେ ତାଙ୍କୁ ସ୍ବିଇମିଂ ପୁଲରେ ଦେଖିବାକୁ ମିଳୁଛି । ବଡ ବଡ ରେଡ ଇୟର ରିଙ୍ଗ ସହ ହ୍ବାଇଟ ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି ସେ ।

ସେପଟେ ତାଙ୍କ ଏହି ଫଟୋ ଦେଖି ଦିୱାନା ହୋଇଯାଇଛନ୍ତି ଫ୍ୟାନ୍ସ । କେହି ସହଜରେ ବିଶ୍ବାସ କରିପାରୁନାହାଁନ୍ତି ଯେ ଅଭିନେତ୍ରୀଙ୍କୁ 44 ବର୍ଷ । କାରଣ 44 ବର୍ଷ ବୟସରେ ମଧ୍ୟ ଦେଖିବାକୁ ମିଳୁଛି ତାଙ୍କ ସେକ୍ସି ଅନ୍ଦାଜ । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.