ETV Bharat / sitara

ଫ୍ୟାନ୍ସଙ୍କୁ ଦ୍ବିୱାନା କରୁଛି ମୌନୀଙ୍କ ବୋଲ୍ଡ ଫଟୋ

author img

By

Published : Nov 21, 2020, 7:58 AM IST

ପୁଣି ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଦିୱାନା କଲେ ମୌନୀ । ପୋଷ୍ଟ କଲେ ନିଜର ହଟ ଲୁକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ

ମୁମ୍ବାଇ: ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାକୁ କେବେ ଭୁଲନ୍ତି ନାହିଁ ସୁନ୍ଦରୀ ଅଭିନେତ୍ରୀ ମୌନୀ ରୟ । ସେ ସବୁବେଳେ ନିଜ ସହ ସମ୍ପୃକ୍ତ କିଛି ନା କିଛି ଜିନିଷ ସେୟାର କରି ସମସ୍ତଙ୍କୁ ଖୁସ୍ କରିଦିଅନ୍ତି । ଶୁକ୍ରବାର ଏମିତି କିଛି ଦେଖିବାକୁ ମିଳିଥିଲା । ଯାହା ଏବେ ଖୁବ୍ ଭାଇରାଲ ହେଉଛି ।

ଆଜ୍ଞା ହଁ, ମୌନୀ ଇନଷ୍ଟାଗ୍ରାମରେ ପୁଣି ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ସମସ୍ତଙ୍କ ହୋସ ଉଡାଇଛନ୍ତି । ହ୍ବାଇଟ ଅଫ-ସୋଲ୍ଡର ରାପ ଟପ ସହ ବ୍ଲାକ ସ୍କର୍ଟ ପିନ୍ଧି ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ୱିଣ୍ଟର ବେଲା ଅନ ୱାର୍ମ ସମର ଡେ ।’ ତାଙ୍କର ଏହି ଫଟୋ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘ବହୁତ ସୁନ୍ଦର ।’ ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ହଟ୍ ।

ପ୍ରକାଶ ଥାଉକି ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ମୌନୀ । ତାଙ୍କ ସହ ଏହି ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଓ ନାର୍ଗାଜୁନ ଭଳି କଳାକାର ଅଭିନୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.