ETV Bharat / sitara

ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଦିୱାନା କଲେ ମୌନୀ

author img

By

Published : Jun 21, 2021, 12:02 PM IST

ଭାଇରାଲ ହେଉଛି ମୌନୀଙ୍କ ନୂଆ ପୋଷ୍ଟ । ବ୍ଲାକ ଆଉଟଫିଟ୍‌ରେ ନଜର ଆସିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ

ମୁମ୍ବାଇ: ଛୋଟ ପରଦାରୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାଜିଥିବା ମୌନୀ ରୟ ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି । ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡିଆରେ ମଧ୍ୟ ସମସ୍ତଙ୍କୁ ମନୋରଞ୍ଜନ କରନ୍ତି । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ନୂଆ ଫଟୋ । ବ୍ଲାକ ଆଉଟଫିଟ୍‌ରେ ଦେଖିବାକୁ ମିଳିଛୁ ତାଙ୍କ ଜଲୱା ।

ସେ ରବିବାର ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ପୋଷ୍ଟ କରିଥିଲେ ।

ସେହିପରି ଭାଇରାଲ ହେଉଥିବା ଫଟୋରେ ତାଙ୍କ ସୁନ୍ଦର ଅନ୍ଦାଜ ଦେଖିବାକୁ ମିଳୁଛି । ସେପଟେ ଫ୍ୟାନ୍ସ କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ରକାଶ ଥାଉକି ଏହି ଫଟୋ ପୂର୍ବରୁ ସେ ବେଡରୁମର ଫଟୋ ପୋଷ୍ଟ କରିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.