ETV Bharat / sitara

ଭାଇଜାନଙ୍କ ଫିଲ୍ମରେ ମୌନୀ ଆଉଟ, ୱରିନା ଇନ - dabangg 3

ସଲମାନଙ୍କ ଆଗାମୀ ଫିଲ୍ମରେ 'ଦବଙ୍ଗ-3'ରେ ଏଥର ମଧ୍ୟ ଦର୍ଶକ ମୁନ୍ନି ବଦନାମ ଭଳି ଏକ ଆଇଟମ ଗୀତ ଦେଖିବାକୁ ପାଇବେ । ଏଥର ଆଇଟମ ଗୀତରେ ଅଭିନେତ୍ରୀ ମଲାଇକା ନଜର ଆସିବେ ନାହିଁ ।

ଡିଜାଇନ ଫଟୋ
author img

By

Published : Jun 14, 2019, 7:40 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ଏହି ସମୟରେ 'ଭାରତ' ବକ୍ସ ଅଫିସରେ ଧୁମ କଲେକ୍ସନ କରିବାରେ ଲାଗିଛି । ଫିଲ୍ମଟି 200 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏବେ ସେ ପୁଣି ଲାଗିପଡିଛନ୍ତି ନିଜର ଆଉ ଏକ ଫିଲ୍ମ ଜରିଆରେ ବକ୍ସ ଅଫିସରେ କବଜା କରିବାକୁ । ଏବେ ସେ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-3'ର ସୁଟିଂ ପୁଣି ଆରମ୍ଭ କରିଦେଇଛନ୍ତି ।

ଏବେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଏଥର 'ମୁନ୍ନି ବଦନାମ' ନୁହେଁ ଫିଲ୍ମରେ 'ମୁନ୍ନା ବଦନାମ' ଶୁଣିବାକୁ ମିଳିବ । କିନ୍ତୁ ସବୁ ଥରପରି ଏଥର ଏହି ଆଇଟମରେ ମଲାଇକା ନଜର ଆସିବେ ନାହିଁ । ଏହାସହ ଫିଲ୍ମର ଆଉ ଏକ ଅଭିନେତ୍ରୀ ମୌନୀ ରାୟଙ୍କୁ ମଧ୍ୟ ଆଉଟ କରିଦିଯାଇଛି ।

ପୂର୍ବରୁ ଖବର ଜୋର ଧରିଥିଲା ଯେ ଫିଲ୍ମରେ ସଲମାନ ଓ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ଟେଲିଭିଜନର ନାଗିନ ତଥା ମୌନୀ ନଜର ଆସିଥାଆନ୍ତେ । କିନ୍ତୁ ଏବେ ତାଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଛି । ଏହାପୂର୍ବରୁ ମୌନଙ୍କୁ ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀଙ୍କ ଫିଲ୍ମ 'ବୋଲେ ଚୁଡିୟାଂ'ରୁ ମଧ୍ୟ ବାହାର କରିଦିଆଯାଇଥିଲା ।

'ଦବଙ୍ଗ-3'ରେ ମୌନୀଙ୍କ ସ୍ଥାନରେ 'ଲଭଯାତ୍ରୀ' ଅଭିନେତ୍ରୀ ୱରିନା ହୁସୈନ ନଜର ଆସିବେ । ଯାହାଙ୍କୁ ସଲମାନ କାଷ୍ଟ କରିଛନ୍ତି ।

Intro:Body:

gsdddddddddddddd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.