ETV Bharat / sitara

ଫ୍ଲୋଲେସ ଫଟୋରେ ଫ୍ୟାନ୍ସଙ୍କୁ ଦିୱାନା କଲେ ମୌନୀ

author img

By

Published : Nov 25, 2020, 8:36 AM IST

ଭାଇରାଲ ହେଲା ମୌନୀଙ୍କ ନୂଆ ପୋଷ୍ଟ । ସିମିରି ଲୁକରେ ଛାଇଲା ତାଙ୍କ ଯାଦୁ । ପ୍ରଶଂସାରେ ସମସ୍ତେ । ଅଧିକ ପଛନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଟିଭିରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମୌନୀ ରୟ ଏବେ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଉଛନ୍ତି । ତାଙ୍କ ଫ୍ୟାନ ଫଲୋଇଂ ଆକାଶ ଛୁଆଁ । ସେ ଯାହା ବି ପୋଷ୍ଟ କରନ୍ତି ଆଖି ପିଛୁଳାକେ ଭାଇରାଲ ହୋଇଯାଏ । ଏଥର ଏମିତି ପୁଣି ହୋଇଛି । ତାଙ୍କ ଫ୍ଲୋଲେସ ଫଟୋ ଦେଖି ଦିୱାନା ସମସ୍ତେ । ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ବୋଲ୍ଡ ଲୁକ । ଯାହା ଉପରେ କମେଣ୍ଟ କରି ମନ କଥା କହୁଛନ୍ତି ଫ୍ୟାନ୍ସ ।

ମଙ୍ଗଳବାର ସେ ସିମିରି ଆଉଟଫିଟ ପିନ୍ଧି ନିଜର କିଛି ଫଟୋ ପୋଷ୍ଟ କରିଥିଲେ । ଯାହାକୁ ଦେଖିବା ମାତ୍ରେ ଫ୍ୟାନ୍ସ କମେଣ୍ଟ କରିବାକୁ ନିଜକୁ ରୋକିପାରିନଥିଲେ । ଜଣେ ଫ୍ୟାନ ନିଜ ପ୍ରେମ ପ୍ରକାଶ କରି କହିଛନ୍ତି, ‘ଫ୍ଲୋଲେସ’ । ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ସବୁଠୁ ସୁନ୍ଦର ଝିଅ ।’ ଆପଣ ବି ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ମୌନୀ ଖୁବଶୀଘ୍ର ଆୟନ ମୁଖାର୍ଜୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ମଲ୍ଟି ଷ୍ଟାରର ଫିଲ୍ମରେ ସୁପରଷ୍ଟାର ଅମିତାଭ ବଚ୍ଚନ, ସାଉଥ ଷ୍ଟାର ନାଗାର୍ଜୁନ, ରଣବୀର କପୁର ଓ ଆଲିୟା ଭଟ୍ଟଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.