ETV Bharat / sitara

ସୁଜୈନ @42, ବେଷ୍ଟଫ୍ରେଣ୍ଡ କଲେ ଏମିତି ୱିଶ

author img

By

Published : Oct 26, 2020, 3:03 PM IST

ଫ୍ରେଣ୍ଡ ସୁଜୈନଙ୍କ ବର୍ଥଡେ’କୁ ଖାସ୍ କରିବା ପାଇଁ ସୋସିଆଲ ମିଡିଆରେ ପୁରୁଣା ଫଟୋ ସେୟାର କଲେ ମଲାଇକା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା

ମୁମ୍ବାଇ: ଜନ୍ମଦିନ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ଖୁବ୍ ଧୁମଧାମରେ ପାଳନ କରନ୍ତି ଜନ୍ମଦିନ । ଆଜି ଏହିପରି ଏକ୍ସାଇଟମେଣ୍ଟ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ପାଖରେ ଦେଖିବାକୁ ମିଳୁଛି । କାରଣ 42 ବର୍ଷରେ ପଦାର୍ପଣ କରିଛନ୍ତି ସେ । ଆଉ ତାଙ୍କ ବର୍ଥଡେକୁ ଖାସ୍ କରିବା ପାଇଁ ସୋସିଆଲ ମିଡିଆରେ ଶାନଦାର ପୋଷ୍ଟ କରିଛନ୍ତି ତାଙ୍କ ବେଷ୍ଟଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରା । ଏହି ଦୁଇଜଣଙ୍କ ବନ୍ଧୁତ୍ବ ସବୁବେଳେ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛି ।

ମଲାଇକା ସୁଜୈନଙ୍କ ସହ ପୁରୁଣା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହାପି ବାର୍ଥଡେ ଡାର୍ଲିଂ ସୁଜକର। ତୁମ ପାଇଁ ଭଲ ପାଇବା।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା

ତାଙ୍କ ଏହି ଫଟୋରେ ସେକ୍ସୀ ଅଭିନେତ୍ରୀ ବିପାଶା ବାସୁ ମଧ୍ୟ ନଜର ଆସୁଛନ୍ତି । ତିନିଜଣଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଲକଡାଉନ ସମୟରେ ହ୍ରିତିକ ଓ ଦୁଇ ପୁଅଙ୍କ ସହ ସମୟ ବିତାଇଥିଲେ ସୁଜୈନ। ଯାହାର ଅନେକ ଫଟୋ, ଭିଡିଓ ହ୍ରିତିକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.