ETV Bharat / sitara

ମଲାଇକାଙ୍କ ଫିଟ୍‌ନେସ ରାଜ, ଦେଖନ୍ତୁ ଭିଡିଓ - gym

ବଢୁଛି ବୟସ । ତଥାପି ଫିଟ ରହିବା କଥା ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଖୁବ୍ ଜଣା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ମଲାଇକା ଅରୋରା
author img

By

Published : May 15, 2019, 11:43 PM IST

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଫିଟ୍ ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା 43 ବର୍ଷରେ ପାଦ ରଖିସାରିଲେଣି । ତଥାପି ସେ 25 ବର୍ଷର ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇପାରିବେ । କାରଣ ତାଙ୍କୁ ଫିଟ୍ ରହିବାର ସିକ୍ରେଟ ଜଣା । ତେଣୁ ତାଙ୍କ ଫିଗର ଏବଂ ଫିଟନେସର ପ୍ରଶଂସାରେ ପୁରା ବଲିଉଡ ।

ନିଜ ଫିଟନେସକୁ ସବୁବେଳେ ଠିକ୍ ରଖିବା ପାଇଁ ମଲାଇକା ଘଣ୍ଟା ଘଣ୍ଟା ଜିମରେ ପରିଶ୍ରମ କରୁଛନ୍ତି । ନିଜ ୱାର୍କଆଉଟ ଭିଡିଓ ସେ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି । ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡିଓକୁ ନେଇ ଚାଲିଛି ଚର୍ଚ୍ଚା ।

ନିକଟରେ ସେ ଏମିତି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ହାର୍ଡ ଏକ୍ସରସାଇଜକୁ ସହଜରେ ପୁରା କରୁଥିବାର ଦେଖାଯାଇଛନ୍ତି । ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଏହି ଭିଡିଓ ଖୁବ୍ ପସନ୍ଦ ଆସିଛି । ଭିଡିଓଟି ପୋଷ୍ଟ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ 4 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଆପଣ ମଧ୍ୟ ଦେଖନ୍ତୁ ତାଙ୍କ ଭିଡିଓ...

Intro:Body:

dfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.