ETV Bharat / sitara

ସବୁଦିନ ଯୋଗ ଦିବସ ପାଳନ୍ତି ମଲାଇକା - ସେକ୍ସି ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୋଷ୍ଟ ଭାଇରାଲ

ଭିଡିଓ ସେୟାର କରି ଯୋଗ ଜୀବନ ପାଇଁ କେତେ ଆବଶ୍ୟକ ତାହା ବୁଝାଇଲେ ମଲାଇକା । ଭାଇରାଲ ହେଉଛି ତାଙ୍କ ଭିଡିଓ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
author img

By

Published : Jun 22, 2021, 9:48 AM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଫ୍ୟାନ୍ସ ସେକ୍ସି ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ । ଏହି ଅବସରରେ ମଲାଇକା ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିନାହାଁନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଯୋଗ ପ୍ରତି ନିଜର ପ୍ରେମ ପ୍ରକାଶ କରିଛନ୍ତି ।

ଭିଡିଓରେ 47 ବର୍ଷିୟ ଅଭିନେତ୍ରୀ ଯୋଗ ଆସନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଯୋଗ ମୋ ପାଇଁ ବ୍ୟାୟାମ, ଫିଟନେସ୍ କିମ୍ବା ଶରୀର ଆକୃତି ବିଷୟରେ ନୁହେଁ | ମୋ ପାଇଁ ଏହା ଜୀବନର ଏକ ଉପାୟ | ଯଦି ତୁମେ ଏହାକୁ ତୁମର ଜୀବନର ଏକ ଅଂଶ କର, ମୁଁ ଭାବୁନାହିଁ ତୁମେ କେବେ ଭାବିବ ଯେ ଯୋଗ ବିରକ୍ତିକର | ମୁଁ ଭାବୁଛି ଏହାକୁ ଏକ ଜୀବନ ଶୈଳୀରେ ପରିଣତ କରିବା ଦରକାର ଏବଂ ସେପରି ଜୀବନଯାପନ କରିବା ଉଚିତ୍ |’

ପ୍ରକାଶ ଥାଉକି ମଲାଇକା କୋରିଓଗ୍ରାଫର ଗୀତା କପୁର ଓ ଟେରେନ୍ସ ଲୁଇସଙ୍କ ସହ ଟିଭିର ଡାନ୍ସ ରିୟାଲିଟି ଶୋ ‘ଇଣ୍ଡିଆଜ୍ ବେଷ୍ଟ ଡାନ୍ସର’ରେ ଜଜ୍ ଭୂମିକାରେ ନଜର ଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.