ETV Bharat / sitara

ଫେକ୍ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାଶ କଲେ କୋଏନା

ଚର୍ଚ୍ଚାରେ କୋଏନା ମିତ୍ରା । ତାଙ୍କ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର ହେଉଥିଲା ଅଶ୍ଲୀଳ ଭିଡିଓ । ଯାହା ଉପରେ କ୍ରୋଧିତ ନଜର ଆସୁଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୋଏନା ମିତ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୋଏନା ମିତ୍ରା
author img

By

Published : Jul 17, 2020, 8:42 PM IST

ମୁମ୍ବାଇ: ଅଭିନେତ୍ରୀ କୋଏନା ମିତ୍ରାଙ୍କୁ ଆଇଟମ ସଙ୍ଗ ‘ସାକି-ସାକି’ରୁ ଲୋକପ୍ରିୟତା ମିଳିଥିଲା । ଆଜି ମଧ୍ୟ ତାଙ୍କ ଏହି ଗୀତ ଦର୍ଶକଙ୍କ ଓଠରେ ପ୍ରାୟତଃ ଶୁଣିବାକୁ ମିଳୁଛି। ଆଉ ନିକଟରେ କୋଏନା ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ବିଗ ବସରେ ଆସି ଚର୍ଚ୍ଚାରେ ରହିଥିଲେ। ହେଲେ ଏବେ ସୋସିଆଲ ମିଡିଆର ଏକ ପୋଷ୍ଟ ପାଇଁ ସେ ପୁଣି ଚର୍ଚ୍ଚାରେ। ଯେଉଁଥିରେ ସେ ଏମିତି ଏକ ୟୁଟ୍ୟୁବ ଚ୍ୟାନେଲର ପର୍ଦାଫାଶ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ଅଶ୍ଲୀଳ ଭିଡିଓ ସେୟାର କରାଯାଉଥିଲା ।

ସେ ପୋଷ୍ଟରେ କିଛି ସ୍କ୍ରିନସଟ ସେୟାର କରି ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ସେ ଏକ ୟୁଟ୍ୟୁବ ଚ୍ୟାନେଲ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଏହି ଚ୍ୟାନେଲ ତାଙ୍କ ନାମରେ ଅଶ୍ଲୀଳ ଭିଡିଓ ସେୟାର କରୁଛି ବୋଲି କହିଛନ୍ତି । ଯାହା ଉପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ସେ କିଛି ଲୋକଙ୍କ ନାମ ମଧ୍ୟ କହିଛନ୍ତି, ଯିଏ ଏପରି କାମରେ ଲୁପ୍ତ ଅଛନ୍ତି।

  • Both objectionable. First of all It's not a fan club. Not a FC page.
    Who's sahil and sana khan? They are running a YouTube channel as well where they upload porn stuff. Read their bio before commenting. https://t.co/pnt1MXphh5

    — Koena Mitra (@koenamitra) July 17, 2020 " class="align-text-top noRightClick twitterSection" data=" ">

ଲଗାତାର 3ଟି ଟ୍ବିଟ କରି କୋଏନା ଏହି ବଷୟରେ ସମସ୍ତହଙ୍କୁ ଜଣାଇଛନ୍ତି । ପ୍ରକାଶ ଥାଉକି ସେହି ୟୁଟ୍ୟୁବ ଚ୍ୟାନେଲର ଡିପିରେ କୋଏନାଙ୍କ ଫଟୋ ଦେଖିବାକୁ ମିଳୁଛି।

  • You think it's a fan club? You mean Fans can upload shady pics and videos in my name?
    These accounts are just trying to defame me. Check their mail/ account details, Bio etc. If this isn't crime then what is? https://t.co/QBUCIXGE9L pic.twitter.com/XGmpi7b3S8

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.