ETV Bharat / sitara

ସଫଳ ହେବାକୁ ଯାଉଛି 500 ବର୍ଷର ସ୍ବପ୍ନ, ରାମ ମନ୍ଦିରକୁ ନେଇ ଉତ୍ସାହିତ କଙ୍ଗନା

author img

By

Published : Aug 5, 2020, 12:38 PM IST

ଟ୍ବିଟ କରି ଜୟ ଶ୍ରୀରାମ କହିଲେ କଙ୍ଗନା । ସେ ଏଥର ରାମ ମନ୍ଦିର ଭୂମି ପୂଜନ ନେଇ ନିଜ ଖୁସି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ପୁରା ଦେଶବାସୀ । ଭୂମି ପୂଜନ ପୂର୍ବରୁ ପୁରା ଅଯୋଧ୍ୟକୁ ସୁନ୍ଦର ରୂପେ ସଜା ଯାଇଛି । ଏହି ଖାସ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବ୍ୟତୀତ ଆଉ 170 ବରିଷ୍ଠ ଅତିଥୀ ଯୋଗ ଦେବେ । ସେପଟେ ଏହାକୁ ନେଇ ଉତ୍ସାହିତ ନଜର ଆସୁଛନ୍ତି ବଲିଉଡର କିଛି ସେଲିବ୍ରିଟି । ଅନୁପମ ଖେର, ଅରୁଣ ଗୋବିଲଙ୍କ ବ୍ୟତୀତ ବି-ଟାଉନର କୁଇନ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଭୂମି ପୂଜନକୁ ନେଇ ନିଜ ଖୁସି ପ୍ରକାଶ କରିଛନ୍ତି ।

  • Two pictures sum up a journey of 500 years, journey of love, faith and devotion, journey of a civilisation that rose from ashes to the glory of its most revered icon .... JAI SHRI RAM 🙏#RamMandirAyodhya https://t.co/EJ8EMaDVlD

    — Team Kangana Ranaut (@KanganaTeam) August 4, 2020 " class="align-text-top noRightClick twitterSection" data=" ">

କଙ୍ଗନାଙ୍କ ସୋସିଆଲ ମିଡିଆ ଟିମ ଦୁଇଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଟେଣ୍ଟରେ ଲଗାଯାଇଥିବା ମନ୍ଦିର ଓ ଭବ୍ୟ ରାମ ମନ୍ଦିରକୁ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘ଦୁଇଟି ଫଟୋ 50 ବର୍ଷର ଯାତ୍ରାକୁ ବର୍ଣ୍ଣନା କରୁଛି । ଏକ ଏମିତି ଯାତ୍ରା ଯେଉଁଥିରେ ପ୍ରେମ, ଆସ୍ଥା ଓ ଭକ୍ତିର ଭାବ ଅଛି । ସଭ୍ୟତାର ଏପରି ଯାତ୍ରା ଯାହା ପରମ ପୂଜନୀୟ ଶ୍ରୀରାମଙ୍କ ମହିମାର ଗାଥା ଗାଉଛି । ଜୟ ଶ୍ରୀରାମ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.