ETV Bharat / sitara

ଇଲିୟାନାଙ୍କ ରିଲାକ୍ସ ମୁଡ, ଫଟୋ ଭାଇରାଲ

ପିଠି ଷ୍ଟ୍ରେଚିଂ କରୁଥିବାର ନଜର ଆସିଲେ ଇଲିୟାନା । ପୁରା ସପ୍ତାହ କାମ କରି ଏହି ୱିକେଣ୍ଡ ପାଇଁ ରିଲାକ୍ସ ପ୍ଲାନିଂ କରିସାରିଛନ୍ତି ସେ । ଅଧିକ ପଢନ୍ତୁ...

author img

By

Published : Jun 12, 2021, 7:25 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇଲିୟାନା ଡିକ୍ରୁଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇଲିୟାନା ଡିକ୍ରୁଜ

ମୁମ୍ବାଇ: ସେକ୍ସି ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ସବୁବେଳେ ନିଜ ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରନ୍ତି । ପ୍ରାୟତଃ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳେ । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳୁଛି । କାରଣ ଭାଇରାଲ ହେଉଛି ତାଙ୍କ ସେକ୍ସି ଲୁକ ।

କଥାଟି ହେଲା ଯେ ନିଜର ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସେ । ଯେଉଁଥିରେ ହ୍ବାଇଟ ଆଉଟଫିଟ୍‌ରେ ଦେଖିବାକୁ ମିଳୁଛି ତାଙ୍କ ଜଲୱା । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ସପ୍ତାହ ଶେଷରେ ଷ୍ଟ୍ରେଚିଂ ।’

ତାଙ୍କ ଏହି କ୍ୟାପସନରୁ ଜଣା ପଡୁଛି ଯେ ସେ ପୁରା ସପ୍ତାହ କାମ କରି ୱିକେଣ୍ଡରେ ରିଲାକ୍ସ ଫିଲ୍ କରୁଛନ୍ତି । ଆଉ ନିଜ ପିଠିକୁ ଷ୍ଟ୍ରେଚ୍ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ତାଙ୍କ ଏହି ଫଟୋରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.