ETV Bharat / sitara

ବିନା ହେଲମେଟରେ ବିବେକଙ୍କ ବାଇକ ରାଇଡିଂ, ଚାଲାଣ କାଟିଲା ମୁମ୍ବାଇ ପୋଲିସ

ବିବେକଙ୍କୁ ନେଇ ନୂଆ ଚର୍ଚ୍ଚା । ଭାଲେଣ୍ଟାଇନ ଡେରେ ବାଇକ୍ ରାଇଡିଂ କରିବା ତାଙ୍କୁ ପଡିଲା ଭାରି । ଏବେ ଭରିବେ 500 ଟଙ୍କାର ଚାଲାଣ । ଅଧିକ ପଢନ୍ତୁ...

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 20, 2021, 8:51 AM IST

ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଭାଲେଣ୍ଟାଇନ ଡେ’ରେ ବିନା ହେଲମେଟରେ ବାଇକ ରାଇଡିଂ କରିବା ପଡିଲା ମହଙ୍ଗା । ଭିଡିଓ ଦେଖିବା ପରେ ମୁମ୍ବାଇର ପୋଲିସ ହେଲମେଟ ନପିନ୍ଧିଥିବାରୁ ତାଙ୍କ ଉପରେ 500 ଟଙ୍କାର ଚାଲାଣ କାଟିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଚାଲାଣ କାଟି ଥିବା ସାଣ୍ଟା କ୍ରୁଜ ଟ୍ରାଫିକ ଡିଭିଜନ ଅଧିକାରୀ କହିଛନ୍ତି ଯେ ଓବରୟ ମଧ୍ୟ ମାସ୍କ ପିନ୍ଧି ନାହାଁନ୍ତି, ଯାହା କୋଭିଡ -19 ମହାମାରୀ ସମୟରେ ବାଧ୍ୟତାମୂଳକ ଅଟେ । ଅଭିନେତା ରବିବାର ଦିନ ଏହି ଭିଡିଓ ସେୟାର କରିଛନ୍ତି, ଯାହାକୁ ଆଧାର କରି ଆମେ ତାଙ୍କ ନାଁରେ ଚାଲାଣ କାଟିଛୁ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ଭାଲେଣ୍ଟାଇନ ଡେରେ ପତ୍ନୀ ପ୍ରିୟଙ୍କାଙ୍କ ସହ ରୋମାଣ୍ଟିକ ବାଇକ ରାଇଡ ଏନଜୟ କରିଥିଲେ ଅଭିନେତା । ଆଉ ଯାହାର ଏକ ଭିଡିଓ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ନୂଆ ବାଇକ୍ ପାଇଁ ଏକ୍ସାଇଡେଟ ଥିବାର ନଜର ଆସୁଛନ୍ତି । ସେହିପରି କହିଥିଲେ ନିଜ ନୂଆ ବାଇକ୍ ଏବଂ ଗାର୍ଲଫ୍ରେଣ୍ଡଙ୍କ ସହ ସେ ଭାଲେଣ୍ଟାଇନ ଡେ ସେଲିବ୍ରେଟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.