ମୁମ୍ବାଇ: ଗତ ବର୍ଷ କୋରୋନା କାଳରେ ଦେଶବାସୀଙ୍କ ଭଗବାନ ସାଜିଥିଲେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ସେ କ୍ରମାଗତ ଭାବେ ସମସ୍ତଙ୍କୁ ସାହାଯ୍ୟ କରିଥିଲେ । ଏଯାବତ ମଧ୍ୟ ତାଙ୍କ ଏହି ସାହାଯ୍ୟ ଅଭିଯାନ ଶେଷ ହୋଇନାହିଁ । ତାଙ୍କ ଏହି ମହାନତା ପାଇଁ ଆଜି ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳୁଛି। ଇତିମଧ୍ୟରେ ସେ ପୁଣି ଚର୍ଚ୍ଚାରେ । ଏଥର ଏମିତି କାମ କରିଛନ୍ତି ଅଭିନେତା ଯାହା ଦ୍ବାରା କେବଳ ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ 10 କୋଟି ଲୋକଙ୍କୁ ସାହାଯ୍ୟ ମିଳିବ ।
-
नया साल, नई उम्मीदें
— sonu sood (@SonuSood) March 14, 2021 " class="align-text-top noRightClick twitterSection" data="
नई नौकरी के अवसर....
और उन अवसरों को आपके करीब लाते, नए हम।
प्रवासी रोज़गार अब है गुडवर्कर।
आज ही गुडवर्कर एप्लिकेशन को डाउनलोड करें और बेहतर कल की उम्मीद करें
App Link: https://t.co/GMX1RW36s5#AbIndiaBanegaKaamyaab #GoodWorker #NaukriPaanaHuaAasaan pic.twitter.com/yV6XTZ5RtD
">नया साल, नई उम्मीदें
— sonu sood (@SonuSood) March 14, 2021
नई नौकरी के अवसर....
और उन अवसरों को आपके करीब लाते, नए हम।
प्रवासी रोज़गार अब है गुडवर्कर।
आज ही गुडवर्कर एप्लिकेशन को डाउनलोड करें और बेहतर कल की उम्मीद करें
App Link: https://t.co/GMX1RW36s5#AbIndiaBanegaKaamyaab #GoodWorker #NaukriPaanaHuaAasaan pic.twitter.com/yV6XTZ5RtDनया साल, नई उम्मीदें
— sonu sood (@SonuSood) March 14, 2021
नई नौकरी के अवसर....
और उन अवसरों को आपके करीब लाते, नए हम।
प्रवासी रोज़गार अब है गुडवर्कर।
आज ही गुडवर्कर एप्लिकेशन को डाउनलोड करें और बेहतर कल की उम्मीद करें
App Link: https://t.co/GMX1RW36s5#AbIndiaBanegaKaamyaab #GoodWorker #NaukriPaanaHuaAasaan pic.twitter.com/yV6XTZ5RtD
କଥାଟି ହେଲା ଯେ ସେ ରବିବାର ଟ୍ବିଟରରେ ନିଜର ଉଚ୍ଚାଭିଳାଷୀ ଯୋଜନା ସେୟାର କରିଛନ୍ତି । ଯେଉଁଥିରେ ସେ ଦେଶର 10 କୋଟି ବେକାର ଲୋକଙ୍କୁ କିପରି ଚାକିରୀ ଦେବେ ସେ ନେଇ କହିଛନ୍ତି । ସୋନୁ ସୁଦଙ୍କ ଏହି ଘୋଷଣା ପରେ ତାଙ୍କୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି ।
ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ନୂଆ ବର୍ଷ, ନୂଆ ଆଶା। ନୂତନ ଚାକିରୀର ସୁଯୋଗ ଏବଂ ସେହି ସୁଯୋଗ ଗୁଡ଼ିକୁ ତୁମର ନିକଟତର କରିବୁ ଆମେ । ପ୍ରବାସୀ ରୋଜଗାର ବର୍ତ୍ତମାନ ଗୁଡୱାର୍କର୍ । ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଆସନ୍ତାକାଲି ଭଲ ପାଇଁ ଆଶା କରନ୍ତୁ ।’
ଏହାସହ ଆପ୍ ଡାଉନଲୋଡ୍ କରିବା ଲିଙ୍କ ମଧ୍ୟ ସେୟାର କରିଛନ୍ତି ସେ । ତାଙ୍କ ଅନୁଯାୟୀ ଏହି ଆପ୍ ଜରିଆରେ 10 କୋଟି ଲୋକଙ୍କ ଜୀବନ ବଦଳାଇବାକୁ ଚେଷ୍ଟା କରୁଛନ୍ତି ।