ETV Bharat / sitara

ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଲଢୁଛନ୍ତି ଶେଖର - ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ଭିନ୍ନ ଭିନ୍ନ ଟ୍ବିଟ କରି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସମସ୍ତଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲେ ଶେଖର । ହେଲେ ଏବେ ସେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଲାଗିପଡିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 16, 2020, 1:35 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସରୁ ଅଧିକ ଦିନ ହୋଇସାରିଲେଣି । ତାଙ୍କ ମୃତ୍ୟୁ ପରେ ସେଲିବ୍ରିଟିଙ୍କଠୁ ନେଇ ଫ୍ୟାନ୍ସ ପର୍ଯ୍ୟନ୍ତ ତାଙ୍କ ନ୍ୟାୟ ଦାବି କରିଆସୁଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଫେମସ ଆକ୍ଟର ଶେଖର ସୁମନ। ସେ କ୍ରମାଗତ ଭାବେ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି। ହେଲେ ଇତିମଧ୍ୟରେ ସେ ଭିନ୍ନ ଭିନ୍ନ ଟ୍ବିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ତାଙ୍କ ଟ୍ବିଟ ଉପରେ...

  • Dear all,Thank you for making my voice strong all this while.Allow me to plz take a backseat now.since the family is completely silent on this,it's making me very uncomfortable to go on.i guess its their prerogative and we all shld respect that.

    — Shekhar Suman (@shekharsuman7) July 15, 2020 " class="align-text-top noRightClick twitterSection" data=" ">

ସେ ପ୍ରଥମ ଟ୍ବିଟରେ ଲେଖିଥିଲେ, ‘ମୋର ସ୍ବରକୁ ମଜବୁତ କରିବା ପାଇଁ ଧନ୍ୟବାଦ। ମତେ ଏବେ ଏହି ମାମଲାରେ ପଛକୁ ଘୁଞ୍ଚିବାର ଆବଶ୍ୟକ ଅଛି। ଏହି ଅଭିଯାନରେ ସୁଶାନ୍ତଙ୍କ ପରିବାର ସଦସ୍ୟ ପୁରା ଚୁପ ଅଛନ୍ତି । ଯାହା ମତେ ଆଗାକୁ ବଢାଇବାକୁ ଦେଉନାହିଁ । ମତେ ଲାଗୁଛି ଏହା ସେମାନଙ୍କ ଅଧିକାର, ଯାହାର ସମ୍ମାନ ମତେ କରିବାର ଅଛି।’

  • Whether our efforts bear fruit im not sure but we were able to show the world the strength of our collectivity ,unity and togetherness.That we were able to on the sheer dint of our persistence and conviction,shake the system and forced them to pay heed to us.

ପ୍ରକାଶ ଥାଉକି ଏପରି ଟ୍ବିଟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ହେଲେ ଦ୍ବିତୀୟ ଟ୍ବିଟ କରି ସେ ପୁଣି ସମସ୍ତଙ୍କୁ ସୁଶାନ୍ତଙ୍କ ମାମଲାରେ ଆଶ୍ବସ୍ତି ଦେଇଛନ୍ତି। କାରଣ ସେ ଟ୍ବିଟରେ ଲେଖିଛନ୍ତି, ‘ସୁଶାନ୍ତଙ୍କ ମାମଲା ଜରିଆରେ ପୁରା ଦୁନିଆକୁ ଆମର ଏକଜୁଟ ଦେଖିବାକୁ ମିଳିବ। ଏଥିରୁ ସମସ୍ତଙ୍କୁ ଜଣାପଡିବ ଯେ କେମିତି ସିଷ୍ଟମ ଭଙ୍ଗା ଯିବ ଏବଂ କିପରି ଦୋଷୀଙ୍କୁ ଦଣ୍ଡ ମିଳିବ। ମୁଁ ଦ୍ବିତୀୟଥର ଭାବିଲି ଆଉ ଅନୁଭବ କଲି ଯେ ଲୋକଙ୍କ ଭାବନାକୁ ଆହତ କରିପାରିବି ନାହିଁ । ମତେ ଏହି ଲଢେଇ ଲଢିବାକୁ ପଡିବ। ତାଙ୍କ ପରିବାର ଯଦି ସାଥିରେ ଠିଆ ହେଉନାହିଁ ତେବେ କଣ ହେଲା, ସୁଶାନ୍ତ ପବ୍ଲିକ ଫିଗର ଥିଲେ । ଯାହା ପାଇଁ ଆମେ ଲଢୁଛେ। ମୁଁ ତାଙ୍କ ପାଇଁ ଲଢିବି।’

  • I thought about it again and i realized i can't let down the emotions of so many ppl..i will have to continue leading the fight from the https://t.co/uc40yiZG5Z wat if the family is not coming forward..Sushant was a public figure and we are fighting for him.

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.