ETV Bharat / sitara

ନେହାଙ୍କ ସବାରୀରେ ନୱାଜ

author img

By

Published : Mar 5, 2021, 10:15 AM IST

ଭାଇରାଲ ହେଲା ନୱାଜୁଦ୍ଦୀନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ନିଜ ଅପକମିଂ ପାର୍ଟନର ସହ ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ

ମୁମ୍ବାଇ: ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ ଖୁବଶୀଘ୍ର ‘ଜୋଗିରା ସାରା ରା ରା’ ନେଇ ପରଦାକୁ ଫେରିବେ । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ସେ । ପ୍ରଥମଥର ଫିଲ୍ମରେ ସେ ନେହା ଶର୍ମାଙ୍କ ସହ ରୋମାନ୍ସ କରିବେ । ଇତିମଧ୍ୟରେ ନେହାଙ୍କ ସହ ଫଟୋ ପୋଷ୍ଟ କରି ମଜାଦାର କ୍ୟାପସନ ଲେଖିଛନ୍ତି ନୱାଜ । ଆଉ ଖୁବ୍ ଭାଇରାଲ ହେଉଛି ତାଙ୍କ ଏହି ଫଟୋ । ଯେଉଁଥିରେ କମେଣ୍ଟ କରୁଛନ୍ତି ଫ୍ୟାନ୍ସ ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ନେହାଙ୍କ ପଛରେ ବସିଥିବାର ଦେଖାଯାଉଛନ୍ତି । ଆଉ ମଜାଦାର ଅନ୍ଦାଜରେ ଲେଖିଛନ୍ତି, ‘କିଛି ସ୍ପିଡ୍ ବ୍ରେକର, ହେଲେ ସବାରୀ ଚାଲୁ ଅଛି । ଜୋଗିରା ସାରା ରା ରା ଅଫ୍ କ୍ୟାମେରା ପଲ୍ ।’ ଦେଖନ୍ତୁ ଫଟୋ...

ଯଦି ଏହି ଫିଲ୍ମ ବିଷୟରେ କଥା ହେବା ତାହାଲେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ କୁଷାଣ ନନ୍ଦୀ । ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଜୋଗିରା ସାରା ରା ରା’ କାହାଣୀ । ଯେଉଁଥିରେ ଭିନ୍ନ ଭିନ୍ନ ଲୋକଙ୍କ ଲଭ ଷ୍ଟୋରିକୁ ପର୍ଯ୍ୟବେଶିତ କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.