ETV Bharat / sitara

କୋରୋନା ଟିକା ନେଲେ ମୋହନଲାଲ

author img

By

Published : Mar 10, 2021, 5:26 PM IST

ଆଜି ଟିକା ନେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ମୋହନଲାଲ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

actor-mohanlal-receives-the-first-shot-of-the-covid-19-vaccine
କୋରୋନା ଟିକା ନେଲେ ମୋହନଲାଲ

ହାଇଦ୍ରାବାଦ: ବୁଧବାର ଦିନ କୋଚିର ଏକ ଘରୋଇ ଡାକ୍ତରଖାନାରେ କୋଭିଡ -19 ଟିକାର ପ୍ରଥମ ଡୋଜ ନେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ମୋହନଲାଲ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ମୋହନଲାଲଙ୍କ ପୂର୍ବରୁ ଅଭିନେତା ତଥା ରାଜନେତା କମଲ ହାସନ ମଧ୍ୟ କୋରୋନା ଟିକା ନେଇଛନ୍ତି ।

ପ୍ରକାଶ ଥାଉ ଯେ, ନିକଟରେ, ମୋହନଲାଲଙ୍କ ଫିଲ୍ମ 'ଦ୍ରୃଶ୍ୟାମ୍ -୨' ଆମାଜନରେ ମୁକ୍ତିଲାଭ କରିଥିଲା । 'ଦ୍ରୃଶ୍ୟାମ୍ -୨' ହେଉଛି 2013 ମାଲାୟାଲମ୍ ହିଟ୍ ଦ୍ରୃଶ୍ୟାମ୍ ର ସିକ୍ବେଲ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.