ମୁମ୍ବାଇ: ଭାରତ ସରକାର ଦ୍ବାରା ଅନେକ ଚୀନ ଆପ ବ୍ୟାନ ଘୋଷଣା ପରେ ଅନେକ ସେଲିବ୍ରିଟି ସାମ୍ନାକୁ ଆସି ଏହାର ସ୍ବାଗତ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଜରିଆରେ ସରକାରଙ୍କ ଏହି ନିଷ୍ପତ୍ତର ପ୍ରଶଂସା ମଧ୍ୟ କରୁଛନ୍ତି । ଏହାସହ ଫ୍ୟାନ୍ସଙ୍କୁ ଚୀନ ଆପକୁ ଫୋନରୁ ଡିଲିଟ କରିବାକୁ ମଧ୍ୟ ଅପିଲ କରିବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ଏବେ ବି-ଟାଉନର ସିରିୟଲ କିସର ଇମରାନ ହାସମୀମଙ୍କ ନାମ ସାମିଲ ହୋଇଛି । ବର୍ତ୍ତମାନ ସେ ଟ୍ବିଟରରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି ।
-
Many Bollywood celebrities have started supporting Indian companies including Emraan Hashmi and stop using Chinese products because what China has done with all the countries is not acceptable. They need to treat badly by everyone pic.twitter.com/iGeMa3viuo
— Ravi (@RSarvanand) July 13, 2020 " class="align-text-top noRightClick twitterSection" data="
">Many Bollywood celebrities have started supporting Indian companies including Emraan Hashmi and stop using Chinese products because what China has done with all the countries is not acceptable. They need to treat badly by everyone pic.twitter.com/iGeMa3viuo
— Ravi (@RSarvanand) July 13, 2020Many Bollywood celebrities have started supporting Indian companies including Emraan Hashmi and stop using Chinese products because what China has done with all the countries is not acceptable. They need to treat badly by everyone pic.twitter.com/iGeMa3viuo
— Ravi (@RSarvanand) July 13, 2020
କଥାଟି ହେଲା ଯେ ସେ ନିକଟରେ ଟ୍ବିଟରରେ ‘ଭୋକାଲ ଫାର ଲୋକାଲ’କୁ ପ୍ରୋତ୍ସାହିତ କରି ଏକ ଭିଡିଓ ସେୟାର କରିଥିଲେ । ଯାହା ଫ୍ୟାନ୍ସଙ୍କ ମନ କିଣିଛି । ଏହି ପୋଷ୍ଟ ଉପରେ ପଜିଟିଭ କମେଣ୍ଟ ମଧ୍ୟ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ଏହି କାରଣ ପାଇଁ ଏବେ ଟ୍ବିଟରରେ #EmraanHashmi ଟ୍ରେଣ୍ଡ କରୁଛି ।
-
We Love you Emraan Hashmi
— Abid Kkc (@KkcAbid) July 13, 2020 " class="align-text-top noRightClick twitterSection" data="
And respect u always ur the Best@emraanhashmi pic.twitter.com/h6FNO8YTKI
">We Love you Emraan Hashmi
— Abid Kkc (@KkcAbid) July 13, 2020
And respect u always ur the Best@emraanhashmi pic.twitter.com/h6FNO8YTKIWe Love you Emraan Hashmi
— Abid Kkc (@KkcAbid) July 13, 2020
And respect u always ur the Best@emraanhashmi pic.twitter.com/h6FNO8YTKI
ବର୍ତ୍ତମାନ ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଫ୍ୟାନ୍ସଙ୍କ ଅନୁଯାୟୀ ଇମରାନ ଆତ୍ମବିଶ୍ବାସ ସହ ଏହି କଥାର ଆଲୋଚନା କରିଛନ୍ତି ଯେ ଚୀନ ଉତ୍ପାଦ ଏବଂ କମ୍ପାନୀର ବହିଷ୍କାର କରି ଆତ୍ମନିର୍ଭର ହେବାକୁ ।