ETV Bharat / sitara

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲ୍ଲୀପ କୁମାର - ଦିଲ୍ଲୀପ କୁମାର ହସ୍ପିଟାଲରେ ଡିଜଚାର୍ଜ ହେବା ନ୍ୟୁଜ

କିଛି ଦିନରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦିଲ୍ଲୀପଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଏସ
ଫଟୋ ସୌଜନ୍ୟ: ଏଏନଏସ
author img

By

Published : Jun 11, 2021, 10:49 AM IST

ମୁମ୍ବାଇ: ନିକଟରେ ବଲିଉଡର ଲେଜେଣ୍ଡ ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।

  • Actor Dilip Kumar will be discharged from Mumbai's PD Hinduja Hospital today. He was admitted to the hospital after he complained of breathing problems: Dr. Jalil Parkar, the pulmonologist treating the actor

    (File photo) pic.twitter.com/L37RqmxTxq

    — ANI (@ANI) June 11, 2021 " class="align-text-top noRightClick twitterSection" data=" ">

ଗତ 6 ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସ ମଧ୍ୟ ଉକ୍ତ ହସ୍ପିଟାଲରେ ଅଭିନେତା ଭର୍ତ୍ତି ହୋଇଥିଲେ । ସେହିପରି ତାଙ୍କ ଚିକିତ୍ସା କରିଥିଲେ ଡାକ୍ତର ଡାକ୍ତର ଜଲିଲ ପାର୍କର ।

ପ୍ରକାଶ ଥାଉକି ଗତ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ହନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲେ ଫେମସ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର । ଏହାସହ ସେ ମଧ୍ୟ ତାଙ୍କ ଦିଲ୍ଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁଙ୍କୁ ମଧ୍ୟ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.