ETV Bharat / sitara

ଭ୍ୟାକ୍ସିନ ନେଲେ ଆଶୁତୋଷ-ରେଣୁକା - ରେଣୁକା ସାହାଣୀଙ୍କ ପୋଷ୍ଟ ଭାଇରାଲ

ଭ୍ୟାକ୍ସିନ ନେଲେ ଆଉ କିଛି ସେଲିବ୍ରିଟି । ଅନେକ କଳାକାରଙ୍କ କୋରୋନା ସଂକ୍ରମିତ ଖବର ମଧ୍ୟରେ ଭ୍ୟାକ୍ସିନ ନେଲେ ଆଶୁତୋଷ, ରେଣୁକା ଓ ଶେଫାଳି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଣୁକା ସାହାଣୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଣୁକା ସାହାଣୀ
author img

By

Published : Apr 7, 2021, 11:35 AM IST

ମୁମ୍ବାଇ: ଏବେ ଦେଶରେ ଟୀକାକରଣ ଚାଲିଥିବା ସତ୍ତ୍ବେ କମିବାର ନାଁ ନେଉନାହିଁ କୋରୋନା । ଗତ କିଛି ଦିନ ମଧ୍ୟରେ ବଲିଉଡର ଅନେକ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ମଙ୍ଗଳବାର କ୍ୟାଟ୍ରିନା କୈଫଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ତାଙ୍କ ପୂର୍ବରୁ ଆମୀର ଖାନ, ରଣବୀର କପୁର, ଆଲିୟା ଭଟ୍ଟ, ଅକ୍ଷୟ କୁମାର ଭଳି ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ କୋରୋନାଠୁ ବଞ୍ଚିବା ପାଇଁ ବଲିଉଡର ପପୁଲାର ଯୋଡି ଆଶୁତୋଷ ରାଣା ଓ ରେଣୁକା ସାହାଣୀ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଅଭିନେତ୍ରୀ ଶେଫାଳି ଶାହ ମଧ୍ୟ ଟିକା ନେଇଛନ୍ତି ।

  • BKC कोविड लसीकरण केंद्राच्या उत्तम सेवेसाठी @mybmc @CMOMaharashtra @PMOIndia व कोविड लसीकरण केंद्राच्या सर्व वैद्यकीय चिकित्सकांचे, परिचारिकांचे विशेष आभार 🙏🏽 आज आम्ही लसिकरणाचा पहिला डोस घेतला. लसीकरण करून घ्या व आवर्जून मास्क लावा, सामाजिक अंतर ठेवा व हात सॅनिटाईझ करत रहा 🙏🏽🙏🏽 pic.twitter.com/TGHyAN7Kd7

    — Renuka Shahane (@renukash) April 6, 2021 " class="align-text-top noRightClick twitterSection" data=" ">

ଟିକା ନେବା ପରେ ରେଣୁକା ଟ୍ବିଟ କରି ଭଲ ସେବା ପାଇଁ କେନ୍ଦ୍ରର ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ପୋଷ୍ଟରେ ଲେଖିଛନ୍ତି, ‘ଆଜି ଆମେ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛୁ । ଭ୍ୟାକ୍ସିନ ଲଗାନ୍ତୁ, ମାସ୍କ ପିନ୍ଧନ୍ତୁ । ସମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ହାତକୁ ପରିଷ୍କାର ରଖନ୍ତୁ ।’

ସେପଟେ 48 ବର୍ଷିୟ ଶେଫାଳି ଟିକା ନେବା ପରେ ନିଜ ବିଲେଇଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.