ETV Bharat / sitara

ଭାରତରେ ଲ୍ୟାଣ୍ଡ କଲା ରାଫେଲ, ଗୀତ ଗାଇ ସ୍ବାଗତ କଲେ ଅନୁପମ - 5ଟି ଫାଇଟର ଜେଟ ରାଫେଲ ଭାରତରେ ଅବତରଣ

ଟ୍ବିଟ କରି ପୁଣି ଚର୍ଚ୍ଚାରେ ଅନୁପମ ଖେର । ଏଥର ସେ ଫାଇଟର ଜେଟ ରାଫେଲକୁ ନେଇ ନିଜ ଖୁସି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 29, 2020, 10:04 PM IST

ମୁମ୍ବାଇ: ବୁଧବାର ଫ୍ରାନ୍ସରୁ ଆସିଥିବା ପ୍ରଥମ 5ଟି ଫାଇଟର ଜେଟ ରାଫେଲ ଭାରତରେ ପହଞ୍ଚିଛି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଏହି ଜେଟ ଅବତରଣ କରିଥିଲା । ସୋସିଆଲ ମିଡିଆରେ ରାଫେଲ ଆସିବାର ଖୁବ୍ ଚର୍ଚ୍ଚା ଚାଲିଛି ।

ସେହିପରି ରାଫେଲର ଅନେକ ଫଟୋ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଅନ୍ୟପଟେ ଜନତାଙ୍କ ସହ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ରାଫେଲର ସ୍ବାଗତ କରିଛନ୍ତି । ଏହି କ୍ରମରେ ପ୍ରଥମ ନାମ ସାମିଲ ଅଛି ଫେମସ ଅଭିନେତା ଅନୁପମ ଖେରଙ୍କର ।

ସେ ଟ୍ବିଟରରେ ମଜାଦାର ଅନ୍ଦାଜରେ ନିଜ ଖୁସି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ମେରେ ଘର ରାଫେଲ ଆୟା ଓ ରାମ ଜି ।’ ଦେଖନ୍ତୁ ପୋଷ୍ଟ...

  • मेरे घर #Rafale आये औ राम जी... 🤓😎🇮🇳

    — Anupam Kher (@AnupamPKher) July 29, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ବୁଧବାର 5ଟି ରାଫେଲ ଫ୍ରାନ୍ସରୁ ଭାରତରେ ପହଞ୍ଚିଥିଲା । କିଛି ବର୍ଷ ପୂର୍ବେ ଭାରତ ସରକାର ଫ୍ରାନ୍ସ ସହିତ ରାଫେଲ ଫାଇଟର ଜେଟର ଡିଲ କରିଥିଲେ ।

ଯାହାକୁ ଆଧାର କରି ଏହି 5ଟି ଜେଟକୁ ଭାରତ ପଠାଯାଇଛି । ସେହିପରି ଏହି ରାଫେଲ ଜେଟ ଦ୍ବାରା ଭାରତ ବାୟୁସେନାର କ୍ଷମତା ବଢିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.