ETV Bharat / sitara

ଲକଡାଉନରେ ସେଲ୍ଫି ନେବା ଶିଖୁଛନ୍ତି ଅନିଲ

author img

By

Published : May 30, 2020, 4:15 PM IST

ଟ୍ବିଟରରେ ଭାଇରାଲ ହେଲା ଫେମସ ଆକ୍ଟର ଅନିଲ କପୁରଙ୍କ ଦୁଇଟି ସେଲ୍ଫି । ଯାହା ଜରିଆରେ ଖାସ୍ କଥା ଫ୍ୟାନ୍ସଙ୍କୁ ଜଣାଇଲେ ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର

ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ ଅନିଲ କପୁର ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ବୟସ ଯେତେ ବଢୁଛି ସେ ସେତେ ଯୁବକ ନଜର ଆସୁଛନ୍ତି। ଏହି ଏଭରଗ୍ରୀନ ହିରୋଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆଜି ମଧ୍ୟ ସମସ୍ତଙ୍କୁଠୁ ଅଧିକ । ଲକଡାଉନରେ ଘରେ ବନ୍ଦ ଥିବା ଅନିଲ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେବା ସହ ଏକ ନୂଆ କାମ ଶିଖୁଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ଖୁସି ।

ଆଜ୍ଞା ହଁ, ସେ ଘରେ ରହି ସେଲ୍ଫି ଉଠାଇବା ଶିଖୁଛନ୍ତି । ଯାହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି। ସେ ଟ୍ବିଟର ଓ ଇନଷ୍ଟାଗ୍ରାମରେ ନିଜର ଦୁଇଟି ସେଲ୍ଫି ସେୟାର କରିଛନ୍ତି । ଯାହା ଉପରେ ମଜାଦାର କମେଣ୍ଟ କରିଛନ୍ତି ତାଙ୍କ ଜ୍ବାଇଁ ତଥା ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଆହୁଜା ।

ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କ ସେଲ୍ଫିରୁ ଜଣାପଡୁଛି ଯେ ସେ ୱାର୍କଆଉଟ କରୁଛନ୍ତି । ସେହିପରି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘କିଏ କହୁଛନ୍ତି ଯେ ପୁରୁଣା ମଣିଷଙ୍କୁ ଆପଣ ନୂଆ ଜିନିଷ ଶିଖାଇପାରିବ ନାହିଁ। ଏହେ ମୁଁ ମୋର ଟାଇମର ସେଲ୍ଫି ଉଠାଉଛି । ଆଉ ମତେ ଲାଗୁଛି ଯେ ଏହା ପରେ ମୁଁ ଆଉ ଅଧିକା ସେଲ୍ଫି ଉଠାଇବି । ’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.