ETV Bharat / sitara

ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା, ରଖିଲେନି ରୋଜା - ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା

ଭାଇରାଲ ହେଲା ଅଲ୍ଲୀ ଗୋନିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ସ୍ବାସ୍ଥ୍ୟବସ୍ଥା ବିଗିଡିବା କଥା କହି ସମସ୍ତଙ୍କୁ ଚିନ୍ତାରେ ପକାଇଲେ ଅଭିନେତା । ଅଧିକ ପଢନ୍ତୁ...

ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା, ରଖିଲେନି ରୋଜା

author img

By

Published : May 1, 2021, 12:00 PM IST

ମୁମ୍ବାଇ: ‘ବିଗବସ 14’ରେ ପ୍ରତିଯୋଗୀ ସାଜିଥିବା ଫେମସ ଅଭିନେତା ଅଲ୍ଲି ଗୋନିଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଅଭିନେତା । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇ ଫ୍ୟାନ୍ସଙ୍କୁ ନିରାଶ କରିଦେଇଛନ୍ତି ।

ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା, ରଖିଲେନି ରୋଜା
ବିଗିଡିଲା ଅଲ୍ଲି ଗୋନିଙ୍କ ସ୍ବାସ୍ଥ୍ୟାବସ୍ଥା, ରଖିଲେନି ରୋଜା

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଥିବା ପୋଷ୍ଟରେ ଲେଖିଥିଲେ, ‘ଆଜି ମୁଁ ରୋଜା ରଖିପାରିବିନି । କାରଣ ମୁଁ ଅସୁସ୍ଥ ଅନୁଭବ କରୁଛି । ଆପଣ ମାନେ ବି ନିଜର ଯତ୍ନ ନିଅ । ପ୍ରାର୍ଥନାରେ ମନେ ରଖନ୍ତୁ ।’ ସେପଟେ ଫ୍ୟାନ୍ସ ଏହା ଦେଖି ସଙ୍ଗେ ସଙ୍ଗେ ଚିନ୍ତିତ ହୋଇପଡିଥିଲେ । ଆଉ ତାଙ୍କ ସୁସ୍ଥ କାମନା କରିବା ଆରମ୍ଭ କରିଦେଇଥିଲେ ।

ପ୍ରକାଶ ଥାଉକି ନିକଟରେ ସେ ଗାର୍ଲଫ୍ରେଣ୍ଡ ଜସ୍ମିନ ଭସୀନଙ୍କ ସହ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏହି ରୋମାଣ୍ଟିକ ଟ୍ରାକରେ ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.