ETV Bharat / sitara

‘ରାଧେ’ର ଟ୍ରେଲର ରିଲିଜ, ଦିଶାଙ୍କୁ ଶୁଭେଚ୍ଛା ଜଣାଇଲେ ଟାଇଗର

author img

By

Published : Apr 23, 2021, 1:08 PM IST

ସୋସିଆଲ ମିଡିଆରେ ଗାର୍ଲଫ୍ରେଣ୍ଡ ଦିଶାଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ ପାଇଁ ଶୁଭକାମନା ଦେଲେ ଟାଇଗର । ଧନ୍ୟବାଦ କହି ଚର୍ଚ୍ଚାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗୁରୁବାର ସୁପରଷ୍ଟାର ସଲମାନ ଖାନ ଓ ଦିଶା ପଟାନୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଆକ୍ସନ ଅନ୍ଦାଜରେ ସଲମାନ ନଜର ଆସିଥିଲେ । ସେପଟେ ଦିଶାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଆକ୍ସନ ଷ୍ଟାର ତଥା ତାଙ୍କ କଥିତ ବୟଫ୍ରେଣ୍ଡ ଟାଇଗର ଶ୍ରଫ ।

ଟାଇଗର ଇନଷ୍ଟାଗ୍ରାମରେ ଫିଲ୍ମରୁ ଦିଶାଙ୍କ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିବା ବେଳେ ଦିଶାଙ୍କୁ ମଧ୍ୟ ତାଙ୍କ ଧନ୍ୟବାଦ କହିଛନ୍ତି । ଯଦି ‘ରାଧେ’ ବିଷୟରେ କଥା ହେବା ତାହାଲେ ଫିଲ୍ମରେ ଭିଲେନ ଅବତାରରେ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଆସନ୍ତା ମାସ 13 ତଥା ଇଦ ଅବସରରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ସଲମାନ । ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଫେମସ ନିର୍ଦ୍ଦେଶକ, ଅଭିନେତା ତଥା କୋରିଓଗ୍ରାଫ ପ୍ରଭୁଦେବା । ପ୍ରକାଶ ଥାଉକି ଗତ ବର୍ଷ ଏହି ଫିଲ୍ମକୁ ଇଦ ଅବସରରେ ରିଲିଜ କରାଯାଇଥାଆନ୍ତା । ହେଲେ କୋରୋନା ପ୍ରକୋପ ଦେଖି ଏହାର ରିଲିଜ ସ୍ଥଗିତ ରଖାଯାଇଥିଲା ।

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.