ମୁମ୍ବାଇ: ଆକ୍ସନ ହିରୋ ସନ୍ନି ଦେଓଲ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି । 64 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସେ । ରିଲ ଲାଇଫ ହେଉ କିମ୍ବା ରିୟଲ ଲାଇଫ ସବୁବେଳେ ବିନ୍ଦାସ ନଜର ଆସନ୍ତି ସେ । ସେ ନିଜ ଦମଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଛନ୍ତି । ଆଜି ମଧ୍ୟ ତାଙ୍କ ଜବରଦସ୍ତ ଡାଇଲଗର ପ୍ରଶଂସା ବେଶ୍ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କ କିଛି ଫେମସ ଡାଇଲଗ ଉପରେ...
ଫିଲ୍ମ ‘ଦାମିନୀ’
‘ଚଡ୍ଡା ସମଝାଓ, ଇସେ ସମଝାଓ । ଏସେ ଖିଲୋନେ ବାଜାର ମେଁ ବହୁତ ବିକତେ ହେଁ, ମଗର ଇସେ ଖେଲନେ କେ ଲିଏ ଜୋ ଜିଗର ଚାହିଏ ନା, ୱୋ ଦୁନିଆ କେ କିସି ବାଜାର ମେଁ ନେହି ବିକତା, ମର୍ଦ ଉସେ ଲେକର ପୈଦା ହୋତା ହେ ଔର ଜବ ୟେ ଢାଇ କିଲୋ କା ହାଥ କିସି ପର ପଡତା ହେ ନା ତୋ ଆଦମୀ ଉଠତା ନେହିଁ, ଉଠ ଯାତା ହେ।’
ଫିଲ୍ମ ‘ଘାତକ’
‘ୟେ ମଜଦୁର କା ହାଥ ହେ କାତ୍ୟା, ଲୋହା ପିଘଲାକର ଉସକା ଆକାର ବଦଲ ଦେତା ହେ । ୟେ ତାକତ ଖୁନ୍-ପସୀନେ ସେ କମାଇ ହୁଇ ରୋଟି କି ହେ । ମୁଝେ କିସି କେ ଟୁକଡୋଂ ପର ପଲନେ କି ଜରୁରତ ନେହିଁ।’
ଫିଲ୍ମ ‘ଗଦ୍ଦର: ଏକ ପ୍ରେମ କଥା’
‘ଅଶରଫ ଅଲ୍ଲୀ, ଆପକା ପାକିସ୍ତାନ ଜିନ୍ଦାବାଦ ହେ, ଇସସେ ହମେଁ କୋଇ ଏତରାଜ୍ ନେହିଁ ଲେକିନ ହମାରା ହିନ୍ଦୁସ୍ତାନ ଜିନ୍ଦାବାଦ ହେ, ଜିନ୍ଦାବାଦ ଥା ଓ ଜିନ୍ଦାବାଦ ରହେଗା।’
ଫିଲ୍ମ ‘ଜିଦି’
‘ଚିଲ୍ଲାଓ ମତ ଇନସ୍ପେକ୍ଟର, ୟେ ଦେବା କି ଅଦାଲତ ହେ, ଔପ ମେରୀ ଅଦାଲତ ମେଁ ଅପରାଧିୟୋଁ କୋ ଉଞ୍ଚା ବୋଲନେ କି ଇଜାଜତ ନେହିଁ ।’
ଫିଲ୍ମ ‘ଦାମିନୀ’
‘ଚିଲ୍ଲାଓ ମତ, ନହିଁ ତୋ ୟେ କେସ ୟେହିଁ ରଫା ଦଫା କର ଦୁଙ୍ଗା । ନା ତାରିଖ ନା ସୁନୱାଇ, ସିଧା ଇନସାଫ। ୱୋ ଭି ତାବଡତୋଡ।’
ଫିଲ୍ମ ‘ଘାତକ’
‘ପିଞ୍ଜରେ ମେ ଆକର ସେର ଭି କୁତ୍ତା ବନ ଜାତା ହେ କାତ୍ୟା । ତୁ ଚାହାତା ହେ ମେଁ ତେରେ କୁତ୍ତା ବନକର ରହୁଁ । ତୁ କହେ ତୋ କାଟୁଂ, ତୁ କହେ ତେୋ ଭୋଙ୍କୁ।’
ଫିଲ୍ମ ‘ଗଦ୍ଦର: ଏକ ପ୍ରେମ କଥା’
‘କିନ ହିନ୍ଦୁସ୍ତାନିୟୋଁ କୋ ଗୋଲି ସେ ଉଡଏଙ୍ଗେ ଆପ ଲୋଗ, ହମ ହିନ୍ଦୁସ୍ତାନିୟୋଁ କି ୱଜହ ସେ ଆପ ଲୋଗୋଁ କା ୱଜୁଦ ହେ । ଦୁନିଆ ଜାନତି ହେ କି ବଣ୍ଟୱାରେ କେ ୱକ୍ତ ହମ ଲୋଗୋଁ ନେ ଆପ ଲୋଗୋଁ କୋ 65 କରୋଡ ରୂପୟେ ଦିଏ ଥେ ତବ ଜାକର ଆପକେ ଛତ ପର ତରପାଲ ଆଇ ଥି । ବରସାତ ସେ ବଚନେ କି ହେସିୟତ ନେହିଁ ଔର ଗୋଲିବାରି କି ବାତ କର ରହେ ହେଁ ଆପ ଲୋଗ।’