ETV Bharat / sitara

ଜବରଦସ୍ତ ୱାର୍କଆଉଟରେ ଦିଶାଙ୍କୁ ଦିୱାନୀ କଲେ ଟାଇଗର - ଡେଡଲିଫ୍ଟିଂ କରୁଥିବାର ନଜର ଆସିଲେ ଟାଇଗର ଶ୍ରଫ

ଭାଇରାଲ ହେଲା ଟାଇଗରଙ୍କ ନୂଆ ଭିଡିଓ । ଡେଡଲିଫ୍ଟିଂ କରୁଥିବାର ଆସିଲେ ନଜର । ପ୍ରଶଂସାରେ ଫ୍ୟାନ୍ସଙ୍କ ସହ ଦିଶା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Sep 1, 2020, 2:56 PM IST

ମୁମ୍ବାଇ: ବି-ଟାଉନର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଷ୍ଟଣ୍ଟ ଫିଲ୍ମ ବ୍ୟତୀତ ରିୟଲ ଲାଇଫରେ ମଧ୍ୟ ଦେଖିବାକୁ ମିଳିଲା । ସେ ନିଜକୁ ଫିଟ୍ ରଖିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ । ତାଙ୍କୁ ପ୍ରାୟତଃ ଜିମରେ ଘଣ୍ଟା ଘଣ୍ଟା ସମୟ ବିତାଉଥିବାର ଦେଖିବାକୁ ମିଳେ । ସେହିପରି ସେ ନିଜ ୱାର୍କଆଉଟର ଭିଡିଓ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରନ୍ତି । ହେଲେ ଏଥର ତାଙ୍କ ଲେଟେଷ୍ଟ ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ସହ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଫିଦା ହୋଇଯାଇଛନ୍ତି । ଆଜ୍ଞା ହଁ, ସୋସିଆଲ ମିଡିଆରେ ତାଙ୍କ ଜବରଦସ୍ତ ୱାର୍କଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେ ଇନଷ୍ଟାଗ୍ରାମରେ ନିଜର ନୂଆ ୱାର୍କଆଉଟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ 220 କେଜି ଓଜନରେ ଡେଡଲିଫ୍ଟିଂ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ପ୍ରଥମ ଚେଷ୍ଟାରେ ଫେଲ୍ ମାରୁଛନ୍ତି ଟାଇଗର । ହେଲେ ସେ କେଉଁ ଛାଡିବା ବ୍ୟକ୍ତି । ଦ୍ବିତୀୟ ଚେଷ୍ଟାରେ ସେ 220 କେଜି ଉଠାଇବାରେ ସଫଳ ହୋଇଛନ୍ତି ।

ତାଙ୍କ ଏହି ଭିଡିଓରେ ଭଉଣୀ କ୍ରିଷ୍ଣା ଶ୍ରଫ ଓ ତାଙ୍କ ବୟଫ୍ରେଣ୍ଡ କମେଣ୍ଟ କରିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଦିଶା ତାଳି ମାରିବାର ତିନୋଟି ଇମୋଜି କମେଣ୍ଟରେ ଦେଇଛନ୍ତି । ସେହିପରି ଫ୍ୟାନ୍ସଙ୍କ ଜବରଦସ୍ତ କମେଣ୍ଟରେ ଭର୍ତ୍ତି ହୋଇଗଲାଣି ଟାଇଗରଙ୍କ ଇନଷ୍ଟାଗ୍ରାମ । ଆପଣ ବି ଦେଖନ୍ତୁ ତାଙ୍କ ଦମଦାର ୱାର୍କଆଉଟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.