ETV Bharat / sitara

ଥ୍ରିଲରଭରା ଅଭିଷେକଙ୍କ ଡେବ୍ୟୁ ସିରିଜ ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ ଟ୍ରେଲର

author img

By

Published : Jul 1, 2020, 3:33 PM IST

ପରିଶେଷରେ ରିଲିଜ ହେଲା ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ର ଦମଦାର ଟ୍ରେଲର । ଯାହାକୁ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଥିଲେ ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ଓରିଜିନାଲ ସିରିଜ ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଦର୍ଶକଙ୍କ ଉତ୍ସାହିତ ବଢାଇବା ପାଇଁ କିଛି ଦିନରୁ ମେକର୍ସ ସିରିଜର କଳାକାରଙ୍କ ଭୂମିକାର ପୋଷ୍ଟର ଜାରି କରିବାରେ ଲାଗିଥିଲେ । ହେଲେ ଏବେ ଏହାର ଜବରଦସ୍ତ ଟ୍ରେଲର ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣ ବଢାଇ ଦେଇଛନ୍ତି । ମୁଖ୍ୟ କଥା ହେଲା ଯେ ଏହି ସିରିଜ ଜରିଆରେ ଅଭିଷେକ ବଚ୍ଚନ ଓ ସାଉଥର ଫେମସ ଅଭିନେତ୍ରୀ ନିତ୍ୟା ମେନନ ଡିଜିଟାଲ ଡେବ୍ୟୁ କରୁଛନ୍ତି ।

‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ରେ ନିଖୋଜ ଝିଅ ସିୟାର ବାପା-ମା' ଭୂମିକାରେ ନଜର ଆସିବେ ଏହି ଯୋଡି । ସିରିଜିଟି ଜୁଲାଇ 10ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି ।

ପ୍ରକାଶ ଥାଉକି ଟ୍ରେଲରରେ ଅଭିଷେକଙ୍କ ସହ ଅନ୍ୟ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳୁଛି । ଅଭିନେତା ଅମିତ ସାଦ ମଧ୍ୟ ସିରିଜରେ ଦମଦାର ପୋଲିସ ଅଫିସର ଭୂମିକାରେ ଦେଖାଯିବେ । ପୁରା ଟ୍ରେଲରେ ସସ୍ପେନ୍ସ ଓ ଥ୍ରିଲର ଦେଖିବାକୁ ମିଳୁଛି । ଦେଖନ୍ତୁ ଟ୍ରେଲର...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.