ETV Bharat / sitara

ବାପା-ମାଙ୍କୁ ଅଭିଷେକଙ୍କ ବିବାହ ବାର୍ଷିକୀ ଶୁଭକାମନା

author img

By

Published : Jun 3, 2019, 3:11 PM IST

ବାପା-ମା'ଙ୍କୁ 46ତମ ବିବାହ ବାର୍ଷିକିର ଶୁଭକାମନା ଦେଇଛନ୍ତି ଅଭିନେତା ଅଭିଷେକ ବଚ୍ଚନ । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଦେଲେ ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ବିବାହର 46 ବର୍ଷ ପୁରଣ କରିଛନ୍ତି ବିଗ-ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ବାପା-ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁଅ ଅମିତାଭ ବଚ୍ଚନ ।

happy anniversary
ଫଟୋ ସୌଜନ୍ୟ: ଏ ଏନ ଆଇ

ଫଟୋରେ ଅମିତାଭ ବ୍ଲାକ ଜ୍ୟାକେଟରେ ନଜର ଆସିଥିବା ବେଳେ ଜୟାଙ୍କୁ କ୍ରିମ ହ୍ବାଇଟ ଚୁଡିଦାରରେ ଦେଖିବାକୁ ମିଳିଛି । ଅମିତାଭ ଓ ଜୟା ଏକାଠି ଅନେକ ଫିଲ୍ମ କରିଛନ୍ତି । ‘ଗୁଡ୍ଡି’, ‘ଏକ ନଜର’, ‘ବାବରଚି’, ‘ଶୋଲେ’, ‘କଭି ଖୁସି କଭି ଗମ’, ‘ଅଭିମାନ’, ‘ଚୁପକେ ଚୁପକେ’ ଭଳି ଫିଲ୍ମରେ ଏକାଠି ନଜର ଆସିଥିଲେ ।

ତେବେ ଅମିତାଭଙ୍କୁ ଆଗାମୀ ଫିଲ୍ମ ‘ଚେହେରେ’ଓ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ । ଚେହେରେରେ ଇମରାନ ହାସମିଙ୍କ ସହ ନଜର ଆସିବା ସହ ବ୍ରହ୍ମାସ୍ତ୍ରରେ ରଣବୀର କପୁରଙ୍କ ସହ ନଜର ଆସିବେ ।

Intro:Body:

dgsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.