ETV Bharat / sitara

Pornography case: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ କୁନ୍ଦ୍ରା - ପର୍ଣ୍ଣୋଗ୍ରାଫି ମାମଲା

ପର୍ଣ୍ଣୋଗ୍ରାଫି ମାମଲାରେ ରାଜକୁନ୍ଦ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନେଇଛି ପୋଲିସ । ଅଧିକ ପଢନ୍ତୁ...

Pornography case: ୧୪ ଦିନିଆ ନ୍ୟାୟିକ ହେପାଜତରେ ଗଲେ ରାଜକୁନ୍ଦ୍ରା

author img

By

Published : Jul 27, 2021, 1:45 PM IST

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ମୁମ୍ବାଇ ପୋଲିସ ରାଜକୁନ୍ଦ୍ରା ଓ ସାଥୀ ରାୟନ ଥୋଡପେଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନେଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁମ୍ବାଇ ପୋଲିସ ତାଙ୍କୁ ହେପାଜତରେ ନେଇଥିବା ସୂଚନା ମିଳିଛି ।

ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ମୁମ୍ବାଇସ୍ଥିତ ଘରେ ପଚରାଉଚୁରା କରିଥିଲା । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନିଆଯାଇଛି । ଏହି ସମୟରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା ମଧ୍ୟ କରିବ ପୋଲିସ । ତାଙ୍କ ନିକଟରୁ ଯଥେଷ୍ଟ ପ୍ରମାଣ ଆଦାୟ କରିବା ପାଇଁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । କୁନ୍ଦ୍ରାଙ୍କ ପୁରୁଣା ମୋବାଇଲରେ ପ୍ରମାଣ ଥିବା ବେଳେ ଏହାକୁ ଫିଙ୍ଗି ଦେଇଥିବା କହିଛନ୍ତି କୁନ୍ଦ୍ରା । ତେବେ ଏହି ମୋବାଇଲଟିକୁ କ୍ରାଇମବ୍ରାଞ୍ଚ ଖୋଜୁଥିବା ସୂଚନା ମିଳିଛି ।

ତେବେ ସୂଚନା ଥାଉ କି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜକୁନ୍ଦ୍ରାଙ୍କୁ ପୋଲିସ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ଗିରଫ କରିଛି । ରାଜଙ୍କ ସହିତ ଅଭିନେତ୍ରୀ ଶିଳ୍ପାଙ୍କୁ ମଧ୍ୟ ତଦନ୍ତ ଅନ୍ତର୍ଭୁକ୍ତ କରାଯାଇ ପଚରାଉଚୁରା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.