ETV Bharat / sitara

ଆର୍ଟିକିଲ-370କୁ ନେଇ ଫିଲ୍ମ ନିର୍ମାଣ ପାଇଁ 50 ଆବେଦନ - article-370 script

ଆର୍ଟିକିଲ-370 ଉପରେ ନିର୍ମାଣ ହେବ ଫିଲ୍ମ । ଫିଲ୍ମର ନାମ ଟାଇଟଲ ପାଇଁ ପ୍ରାୟ 50 ଆବେଦନ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 7, 2019, 10:27 PM IST

ହାଇଦ୍ରାବାଦ: ଭାରତ ସରକାରଙ୍କ ଐତିହାସିକ ରାୟ ଦେଶର ସମ୍ପୁର୍ଣ୍ଣ ମାହୋଲକୁ ପରିବର୍ତ୍ତନ କରିଦେଇଛି । ଆର୍ଟିକିଲ-370ର ପୁର୍ନଗଠନ ପରେ ଦେଶରେ ବର୍ତ୍ତମାନ ସମସ୍ତେ ଖୁସି । ଏପିରିକି ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ଆୟୁଷ୍ମାନ ଖୁରାନାଙ୍କ ଆର୍ଟିକିଲ-15 ପରେ ବିଭିନ୍ନ ଫିଲ୍ମ ନିର୍ମାତା ଏବେ ଆର୍ଟିକିଲ-370 ଓ 35(କ) ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରିବାକୁ ଚାହାଁନ୍ତି । ପ୍ରାୟ 50ରୁ ଉର୍ଦ୍ଧ ଆବେଦନ ହୋଇସାରିଲାଣି । ବଡ ବଡ ନିର୍ମାତା ଏପିରି କିଛି ଐତିହାସିକ ସମୟର ଅପେକ୍ଷାରେ ଥାଆନ୍ତି । କାରଣ ଏପରି ଫିଲ୍ମ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଥାଏ ।

ଫିଲ୍ମ ଉରି ଦି ସର୍ଜିକାଲ ଷ୍ଟ୍ରାଇକର ସଫଳତା ପରେ ଭାରତ ଦ୍ବାରା ହୋଇଥିବା କିଛି ଏଭଳି ଘଟଣା ଉପରେ ଫିଲ୍ମ ନିର୍ମାଣ ପାଇଁ ସମସ୍ତେ ଇଚ୍ଛୁକ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.