ETV Bharat / sitara

13 ବର୍ଷରେ ‘କଭି ଅଲବିଦା ନା କେହେନା’

author img

By

Published : Aug 11, 2019, 2:15 PM IST

ଶାହାରୁଖ ଓ ରାଣୀଙ୍କ ଅସମ୍ଭବ ପ୍ରେମ କାହାଣୀକୁ ‘କଭି ଅଲବିଦା ନା କେହେନା’କୁ 13 ବର୍ଷ ପୁରିଛି । ନବେ ଦଶକର ରୋମାଣ୍ଟିକ ଡ୍ରାମା ଫିଲ୍ମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଶାହାରୁଖ ଓ କରନ ଜୋହରଙ୍କ ଯୋଡିର ଅନେକ ଫିଲ୍ମ ଅଛି ଯାହାକୁ କେବେ ଭୁଲିହେବ ନାହିଁ । ସେଥିମଧ୍ୟରୁ ‘କଭି ଅଲବିଦା ନା କେହେନା’ ଅନ୍ୟତମ । ଏହା ଏମିତି ଏକ ପ୍ରେମ କାହାଣୀ, ଯାହାକୁ କେବେ ଅଲବିଦା କହି ହେବନି ବୋଲି କହିଛନ୍ତି ଫିଲ୍ମର ନିର୍ମାତା କରନ ଜୋହର ।

ଶାହାରୁଖ ଓ ରାଣୀଙ୍କ ଅସମ୍ଭବ ପ୍ରେମ କାହାଣୀ ପରେ କେମିତି ସମ୍ଭବ ହେଉଛି, ତାହା ହିଁ ଥିଲା ଫିଲ୍ମର ସାରାଂଶ । ତେବେ ଫିଲ୍ମକୁ 13 ବର୍ଷ ପୂରଣ ହୋଇଛି । ଫିଲ୍ମକୁ 2006ରେ ରିଲିଜ କରାଯାଇଥିଲା । ମଲ୍ଟି କାଷ୍ଟଙ୍କୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ
ଶାହାରୁଖ, ରାଣୀଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ପ୍ରୀତି ଜିଣ୍ଟା, କିରଣ ଖେରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମଟି ନ୍ୟୁୟର୍କରେ ସୁଟିଂ କରାଯାଇଥିଲା । ଫିଲ୍ମର ଟ୍ୟାଗଲାଇନ ଥିଲା,‘A Love…. That Broke All Relationships’ । ଫିଲ୍ମକୁ ଟୋକିଓ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.