ETV Bharat / science-and-technology

ଅକ୍ଟୋବର 24ରୁ ଏହି 25 ଫୋନରେ ଚାଲିବନି ହ୍ବାଟ୍ସଆପ, ଚେକ କରନ୍ତୁ ଲିଷ୍ଟ

author img

By ETV Bharat Odisha Team

Published : Oct 14, 2023, 5:54 PM IST

ଅକ୍ଟୋବର 24 ତାରିଖରୁ ଏହି 25 ଫୋନରେ ବନ୍ଦ ହେବ ହ୍ବାଟ୍ସଆପ । ଆପଣଙ୍କ ଫୋନର ନାମ ଲିଷ୍ଟରେ ରହିଛି କି ନାହିଁ ନଜର ପକାନ୍ତୁ

WhatsApp to stop working on older Android phones

ହାଇଦ୍ରାବାଦ: ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ବଡ ଖବର । ଅକ୍ଟୋବର 24 ତାରିଖକୁ ଅନେକ ସ୍ମାର୍ଟଫୋନରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ । ଏହାର ଅର୍ଥ ଆସନ୍ତା 24 ଠାରୁ ଅନେକ ଫୋନରେ ହ୍ବାଟ୍ସଆପ କାମ କରିବ ନାହିଁ । ଉଭୟ ଆଣ୍ଡ୍ରୋଏଡ ଏବଂ ଆଇଓଏସ ପାଇଁ ଏହା ଲାଗୁ କରାଯାଇଛି । ଆଣ୍ଟ୍ରୋଏଡ ଭର୍ସନ 4.1 ଏବଂ ଏହାର ପୂର୍ବ ଭର୍ସନରେ ଆଉ ଖୋଲିବ ନାହିଁ ହ୍ବାଟ୍ସଆପ । ଯଦି ଆପଣ ପୁରୁଣା ଫୋନ ବ୍ୟବହାର କରୁଛନ୍ତି ତାହାଲେ ନଜର ପକାନ୍ତୁ ଏହି ନିମ୍ନଲିଖିତ ଚାର୍ଟ ଉପରେ ।

ଏହି ଫୋନରେ ଚାଲିବନି ହ୍ବାଟ୍ସଆପ

  • Samsung Galaxy S2(ସାମସଙ୍ଗ ଗାଲାକ୍ସି ଏସ 2)
  • Nexus 7(ନେକ୍ସସ 7)
  • iPhone 5(ଆଇଫୋନ 5)
  • iPhone 5c(ଆଇଫୋନ 5 ସି)
  • Archos 53 Platinum(ଆରଚୋସ 53 ପ୍ଲାଟିନମ)
  • Grand S Flex ZTE(ଗ୍ରାଣ୍ଡ ଏସ ଫ୍ଲେକ୍ସ ZTE)
  • Grand X Quad V987 ZTE(ଗ୍ରାଣ୍ଡ ଏକ୍ସ କ୍ବାଡ V987 ZTE)
  • HTC Desire 500(ଏଚଟିସି ଡିଜାଇର 500)
  • Huawei Ascend D(ହୁଓ୍ବାଇ ଆସେଣ୍ଡ ଡି)
  • Huawei Ascend D1(ହୁଓ୍ବାଇ ଆସେଣ୍ଡ ଡି ଓ୍ବାନ)
  • HTC One(ଏଚଟିସି ଓ୍ବାନ)
  • Sony Xperia Z(ସୋନି ଏକ୍ସପିରିଆ ଜେଡ)
  • LG Optimus G Pro(ଏଲଜି ଅପ୍ଟିମସ ଜି ପ୍ରୋ)
  • Samsung Galaxy Nexus(ସାମସଙ୍ଗ ଗାଲାକ୍ସି ନେକ୍ସସ)
  • HTC Sensation(ଏଚଟିସି ସେଣ୍ଟେସନ)
  • Motorola Droid Razr(ମଟ୍ରୋଲା ଡ୍ରିଓଡ ରଜର)
  • Sony Xperia S2(ସୋନି ଏକ୍ସିପେରିଆ ଏସ 2)
  • Motorola Xoom(ମଟ୍ରୋଲା Xoom)
  • Samsung Galaxy Tab 10.1(ସାମସଙ୍ଗ ଗାଲାକ୍ସି ଟ୍ୟାବ 10.1)
  • Asus Eee Pad Transformer(ଆସ୍ୟୁସ ଇ ପେଡ ଟ୍ରାନ୍ସଫରମର)
  • Acer Iconia Tab A5003(ଏସିଏର ଆଇକୋନିଆ ଟେବ ଏ5003)
  • Samsung Galaxy S(ସାମସଙ୍ଗ ଗାଲାକ୍ସି ଏସ)
  • HTC Desire HD(ଏଚଟିସି ଡିଜାଇର ଏଚଡି)
  • LG Optimus 2X(ଏଲଜି ଅପ୍ଟିମସ 2ଏକ୍ସ)
  • Sony Ericsson Xperia Arc3(ସୋନି ଏରିସନ ଏକ୍ସପେରିଆ ଏଆରସି 3)

ଏହା ମଧ୍ୟ ପଢନ୍ତୁ: iOS ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହେଲା Protrct IP Adress in Call ଫିଚର

ଡିଭାଇରସ ଅପଗ୍ରେଡ କରିବା ପାଇଁ ହ୍ବାଟ୍ସଆପର ପରାମର୍ଶ: ଏହି ସ୍ମାର୍ଟଫୋନରେ ସପୋର୍ଟ ନକରିବା ପୂର୍ବରୁ ୟୁଜର୍ସ ଉପଭୋକ୍ତାମାନଙ୍କୁ ଏକ ବିଜ୍ଞପ୍ତି ପଠାଉଛି । ଯେଉଁଥିରେ ଡିଭାଇସ ଅପଗ୍ରେଡ କରିବା ପାଇଁ ପରାମର୍ଶ ଦିଆଯାଉଛି । ଯଦି ୟୁଜର୍ସ ଅକ୍ଟୋବର 24 ତାରିଖ ସୁଦ୍ଧା ଡିଭାଇରସ ଅପଗ୍ରେଡ କରିବେ ନାହିଁ ତାହାରେ ହ୍ବାଟ୍ସଆପ ଚାଲିବ ନାହିଁ ସୂଚନା ଦିଆଯାଇଛି । ଅପଗ୍ରେଡ ସେଫ୍ଟି ମଧ୍ୟ ବନ୍ଦ ହୋଇଯିବ ଫଳରେ ୟୁଜର୍ସ ସହଜରେ ହ୍ୟାକର୍ସଙ୍କ ଟାର୍ଗେଟ ହେବେ । ହ୍ବାଟ୍ସଆର ଚାଲିବ ନାହିଁ ଅର୍ଥ ହ୍ବାଟ୍ସଆପରେ ନୂଆ ଅପଡେଟ କିମ୍ବା ଫିଚର୍ସ ପାଇବେ ନାହିଁ ୟୁଜର୍ସ ।

ଫୋନରେ OS ଭର୍ସନ କିଭଳି ଚେକ କରିବେ: ଆପଣଙ୍କ ଫୋନ ଏହି ତାଲିକାରେ ନଥିଲେ ମଧ୍ୟ ହ୍ବାଟ୍ସଆପ ନଚାଲିବାର ସମ୍ଭାବନା ରହିଛି । ହ୍ବାଟ୍ସଅପ ଅପେରେଟ ସିଷ୍ଟମ ଫୋନର ଅପରେଟିଂ ସିଷ୍ଟମ୍ (OS) ଉପରେ ନିର୍ଭର କରେ । ଫୋନର ସେଟିଂକୁ ଯାଇ OS ଭର୍ସନ ବିଷୟରେ ସୂଚନା ପାଇପାରିବେ । ଆଣ୍ଟ୍ରୋଏଡ ଭର୍ସନ 4.1 ଏବଂ ଏହାର ପୂର୍ବ ଭର୍ସନରେ ଆଉ ଖୋଲିବ ନାହିଁ ହ୍ବାଟ୍ସାଆପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.