ETV Bharat / science-and-technology

Whatsapp new Features: ଏହି ୟୁଜର୍ସଙ୍କ ପାଇଁ କ୍ୟାମେରା ସର୍ଟକର୍ଟ ଫିଚର୍ସ ଆଣୁଛି ହ୍ବାଟ୍‌ସଆପ୍ - ହ୍ବାଟ୍‌ସଆପ୍ ନୂଆ ଫିଚର୍ସ

ଏହି ୟୁଜର୍ସଙ୍କ ପାଇଁ କ୍ୟାମେରା ସର୍ଟକର୍ଟ ଫିଚର୍ସ(whatsapp Camera Shortcut Features) ଆଣିବାକୁ ଯାଉଛି ହ୍ବାଟ୍‌ସଆପ୍, ଜାଣନ୍ତୁ କେଉଁମାନେ ବ୍ୟବହାର କରିପାରିବେ ଫିଚର୍ସ ।

whatsapp New Features: ଏହି ୟୁଜର୍ସଙ୍କ ପାଇଁ କ୍ୟାମେରା ସର୍ଟକର୍ଟ ଫିଚର୍ସ ଆଣୁଛି ହ୍ବାଟ୍‌ସଆପ୍

author img

By

Published : Sep 12, 2022, 5:20 PM IST

ସାନ ଫ୍ରାନ୍ସିସ୍କୋ: ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି । ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହାର ଆପରେ ଏକ ନୂଆ କ୍ୟାମେରା ସର୍ଟକଟ୍(whatsapp Camera Shortcut) ଉପଲବ୍ଧ କରାଇବ । WABeta ସୂଚନା ଅନୁଯାୟୀ, ହ୍ବାଟସ୍ଆପ୍ ଟେଷ୍ଟଫ୍ଲାଇଟ୍ ବିଟା ପ୍ରୋଗ୍ରାମ୍ ମାଧ୍ୟମରେ ଏକ ନୂତନ ଅପଡେଟ୍ 22.19.0.75 ଦାଖଲ କରିଛି ।

କ୍ୟାମେରା ସର୍ଟକଟ୍ ନାଭିଗେସନ୍ ବାର୍ ମଧ୍ୟରେ ରଖାଯାଇଛି ଏବଂ ଏହା ଉପଭୋକ୍ତାମାନଙ୍କୁ (Whatsapp camera shortcut on iphone) ଦୃଶ୍ୟମାନ ହେବ, ଯେଉଁମାନେ ଭବିଷ୍ୟତରେ ହ୍ବାଟ୍‌ସଆପ୍ ଗ୍ରୁପ ମଧ୍ୟ କ୍ରିଏଟ କରିପାରିବେ । ରିପୋର୍ଟରେ ଦର୍ଶାଯାଇଛି ଯେ, ଆଣ୍ଡ୍ରଏଡ୍ ପାଇଁ ହ୍ବାଟସ୍ଆପ୍ ବିଟା ଉପରେ ଯେଉଁ ଅପଡେଟ୍ ହୋଇଥିଲା, ଏହା ଠିକ୍ ସେହିପରି ଦେଖାଯାଉଛି । ମାତ୍ର ଏକ ତ୍ରୁଟି ଥିବାରୁ ହ୍ବାଟସ୍ଆପ୍ ବିଟାରୁ ଏହାକୁ ସାମୟିକ ଭାବରେ ହଟାଇ ଦିଆଯାଇଛି । ତେବେ ଏହି ସର୍ଟକର୍ଟକୁ ହ୍ବାଟ୍‌ସଆପ୍ ଆଗାମୀ ଦିନରେ ଲାଗୁ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ମାସ ଆରମ୍ଭରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହ୍ବାଟସ୍ଆପ୍ ବ୍ୟବସାୟ ପାଇଁ ଆପରେ ଆଗାମୀ ସଦସ୍ୟତା ସେବାରେ ସେମାନଙ୍କ ଲିଙ୍କ୍ ହୋଇଥିବା ଡିଭାଇସରୁ ଚାଟ୍ ପରିଚାଳନା ପାଇଁ ଏକ ନୂତନ ଫିଚର୍ସ ଉପରେ କାର୍ଯ୍ୟ କରୁଛି । ହ୍ବାଟସ୍ଆପ୍ ପ୍ରିମିୟମ୍ ନାମକ ଏକ ନୂତନ ବିକଳ୍ପ ପ୍ଲାନ୍ ଅଧୀନରେ ଉପଭୋକ୍ତାମାନେ ଅତିରିକ୍ତ ଫିଚର୍ସ ପାଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.