ETV Bharat / science-and-technology

ବିଲ ଗେଟ୍ସଙ୍କ ଜନ୍ମଦିନରେ ଜାଣନ୍ତୁ, ତାଙ୍କ ବିଷୟରେ କିଛି ଅଜଣା କଥା...

author img

By

Published : Oct 28, 2020, 8:55 PM IST

Updated : Feb 16, 2021, 7:31 PM IST

65 ବର୍ଷରେ ପାଦ ଥାପିଛନ୍ତି ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ ଗେଟ୍ସ । ବିଲ ଗେଟ୍ସଙ୍କ ଦ୍ବାରା ପ୍ରତିଷ୍ଠିତ ମାଇକ୍ରୋସଫ୍ଟ କମ୍ପାନୀ ବିଶ୍ବର ଶ୍ରେଷ୍ଠ ସଫ୍ଟୱେର କମ୍ପାନୀ ।

65 ବର୍ଷରେ ବିଲ ଗେଟ୍ସ
65 ବର୍ଷରେ ବିଲ ଗେଟ୍ସ

ହାଇଦ୍ରାବାଦ: ଅକ୍ଟୋବର-28,ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ଓ କୋଟିପତି ସମାଜସେବୀ ତଥା ଦୁନିଆର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଉଥିବା ବିଲ ଗେଟ୍ସଙ୍କ ଜନ୍ମଦିନ । ଆଜି(ବୁଧବାର) ସେ 65 ବର୍ଷରେ ପାଦ ଥାପିଛନ୍ତି । 1955 ମସିହାରେ ସେ ୱାଶିଂଟନର ସିଆଟେଲରେ ଜଜନ୍ମଗ୍ରହଣ କରିଥିଲେ । ସେ 1973-1975 ମସିହା ମଧ୍ୟରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । 2019 ସୁଦ୍ଧା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଦାନକାରୀ ଅର୍ଥରେ 54.8 ବିଲିୟନ ଡଲାର ଅନୁଦାନ ପ୍ରଦାନ କରିଛନ୍ତି । ବିଲ ଗେଟ୍ସଙ୍କ ଦ୍ବାରା ପ୍ରତିଷ୍ଠିତ ମାଇକ୍ରୋସଫ୍ଟ କମ୍ପାନୀ ବିଶ୍ବର ଶ୍ରେଷ୍ଠ ସଫ୍ଟୱେର କମ୍ପାନୀ ।

65 ବର୍ଷରେ ବିଲ ଗେଟ୍ସ

ବିଲ ଗେଟ୍ସଙ୍କୁ ଜନ୍ମଦିନ ଶୁଭେଚ୍ଛା: ଜାଣନ୍ତୁ ତାଙ୍କ ଜୀବନୀ ସହ ଜଡିତ କିଛି ଅକୁହା କଥା:

-ଏକଦା ନ୍ୟୁ ମେକ୍ସିକୋରେ ବିନା ଲାଇସେନ୍ସରେ କାର ଚଳାଉଥିବା ଅଭିଯୋଗରେ ବିଲ୍ ଗେଟ୍ସଙ୍କୁ ଗିରଫ କରାଯାଇଥିଲା । ସେ ସେହି ସମୟରେ ଏକ ପୋର୍ସେ କାରରେ ଚଳାଉଥିଲେ ଏବଂ ସବୁଠାରୁ କୌତୁହଳର ବିଷୟ ହେଲା ଯେ, ତାଙ୍କର ଗାଡିର ବେଗ ଏତେ ଅଧିକ ଥିଲା ଯେ, ପରଦିନ ଏହା ଖବର କାଗଜର ହେଡଲାଇନରେ ଛପା ଯାଇଥିଲା ।

-1994 ରେ, ବିଲ୍ ଗେଟ୍ସ ଏକ ପୁସ୍ତକ ପାଇଁ 30.8 ମିଲିୟନ ଡଲାର୍ ଖର୍ଚ୍ଚ କରିଥିଲେ | ଏହି ପୁସ୍ତକ ଲିଓନାର୍ଡୋ ଡାଭିନ୍ସଙ୍କ ଥିଲା । ଯାହାର ନାମ ଥିଲା 'କୋଡେକ୍ସ ଲିସେଷ୍ଟର' । ଏହି ପୁସ୍ତକ ବୋଧହୁଏ ଦୁନିଆର ସବୁଠାରୁ ମହଙ୍ଗା ବିକ୍ରୟ ହୋଇଥିବା ପୁସ୍ତକ । ଏହି 72 ପୃଷ୍ଠାର ପୁସ୍ତକ ଲିଓନାର୍ଡୋ ଡାଭିନ୍ସ 1506 ରୁ 1510 ମଧ୍ୟରେ ଲେଖିଥିଲେ ।

“ସଫଳତା ଏକ ଲୋଭନୀୟ ଶିକ୍ଷକ । ଏହା ସ୍ମାର୍ଟଲୋକଙ୍କୁ ପ୍ରଲୋଭିତ କରେ ଯେ, ସେମାନେ ଏହାକୁ ହରାଇ ପାରିବେ ନାହିଁ": ବିଲ୍ ଗେଟ୍ସ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.