ନୂଆଦିଲ୍ଲୀ: ଗୁଗୁଲ ଏବଂ ଆଡୋବର ସହଯୋଗ ଯୋଗୁଁ ଆପଣମାନେ ବର୍ତ୍ତମାନ ସହଜରେ ଯେକୌଣସି ମାଇକ୍ରୋସଫ୍ଟ ଅଫିସ୍ କିମ୍ବା ଇମେଜ୍ ଫାଇଲରୁ ମାଗଣାରେ ଆଡୋବ ଆକ୍ରୋବାଟ୍ ପିଡିଏଫ୍ ଫାଇଲ କ୍ରିଏଟ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଯେକୌଣସି ମାଇକ୍ରୋସଫ୍ଟ ଅଫିସ କିମ୍ବା ଫଟୋକୁ ଯାଇ ପିଡିଏଫ (PDF) ଟାଇପ କରିବାକୁ ପଡିବ । କ୍ରୋମ ଡେଭଲପର୍ସଙ୍କ ଟ୍ବିଟ୍ ଅନୁଯାୟୀ ଗୁଗୁଲ୍ କ୍ରୋମର PDF ଫାଇଲ କ୍ରିଏଟ କରିବା ଆହୁରି ସହଜ ଏବଂ ସରଳ କରିଦିଆଯାଇଛି ।
-
📢📢We're making PDF exports from Chrome even more accessible! Starting in Chrome 85, you'll automatically get a tagged PDF when you print a web page and choose the "Save as PDF" destination. See -> https://t.co/HETt5yrlVo
— Chrome Developers (@ChromiumDev) July 29, 2020 " class="align-text-top noRightClick twitterSection" data="
">📢📢We're making PDF exports from Chrome even more accessible! Starting in Chrome 85, you'll automatically get a tagged PDF when you print a web page and choose the "Save as PDF" destination. See -> https://t.co/HETt5yrlVo
— Chrome Developers (@ChromiumDev) July 29, 2020📢📢We're making PDF exports from Chrome even more accessible! Starting in Chrome 85, you'll automatically get a tagged PDF when you print a web page and choose the "Save as PDF" destination. See -> https://t.co/HETt5yrlVo
— Chrome Developers (@ChromiumDev) July 29, 2020
ଯେତେବେଳେ ଆପଣ ଏକ ୱେବ୍ ପେଜ୍ ପ୍ରିଣ୍ଟ୍ କରିବେ ସେହି ସମୟରେ ଆପଣଙ୍କ କ୍ରୋମ ଆପେ ଆପେ ଟ୍ୟାଗ ପିଡିଏଫ ଜେନେରେଟ ହେବ । ତାପରେ “ସେଭ୍ ଆଜ୍ PDF ” ଅପସନ ଆସିଲା ପରେ ଏହାକୁ ଆପଣ ଚୟନ କରିବେ । ଏହାପରେ ସେ ନିଜ ଡେଷ୍ଟିନେସନକୁ ଯାଇ PDF ଫାଇଲ ଆକାରରେ ସେଭ୍ ହୋଇଯିବ ।
ନୂତନ ସର୍ଟକଟ୍ ସହିତ, ଆଡୋବ୍ ଚଳିତ ବର୍ଷ ଏକ ମାଗଣା PDF କାର୍ଯ୍ୟ ଆରମ୍ଭ କରୁଛି । ସମସ୍ତଙ୍କୁ 2020 ରେ 20 ଟି ମାଗଣା, ସୁପର ସିମ୍ପୁଲ୍ ଆକ୍ରୋବାଟ୍ ଅନଲାଇନ୍ ଟୁଲ୍ ଉପଲବ୍ଧ କରାଉଛି ।