ETV Bharat / science-and-technology

ଚଳିତ ବର୍ଷ ୪ଟି ନୂଆ MacBook ଆଣିବ Apple: ରିପୋର୍ଟ - ନୂଆ ମ୍ୟାକ୍‌ବୁକ୍‌

ଚଳିତ ବର୍ଷ ଆପଲ୍‌ ଉତ୍କୃଷ୍ଟ ଧରଣର ୪ଟି ନୂଆ ମ୍ୟାକ୍‌ବୁକ୍‌ ଲଞ୍ଚ କରିବାକୁ ଯାଉଛି । ଅଧିକ ପଢନ୍ତୁ

ଚଳିତ ବର୍ଷ ୪ଟି ନୂଆ MacBook ଆଣିବ Apple: ରିପୋର୍ଟ

author img

By

Published : Feb 21, 2022, 4:36 PM IST

ସାନଫ୍ରାନ୍ସିକୋ: ଆପଲ୍‌ ଖୁବଶୀଘ୍ର ଅନେକ ନୂଆ Mac(Macintosh operating system ଦ୍ବାରା ପରିଚାଳିତ ବ୍ୟକ୍ତିଗତ କମ୍ପ୍ୟୁଟର) ଲଞ୍ଚ କରିବା ସହ M2 chipର ନୂତନ ଭାବେ ବଜାର ପ୍ରବେଶ କରିବାକୁ ଯାଉଛି । କମ୍ପାନୀ ୧୩ ଇଞ୍ଚର MacBook Pro, Mac Mini ଓ ୨୪ ଇଞ୍ଚର iMac ଓ ନୂଆ ଡିଜାଇନ ହୋଇଥିବା MacBook Air ଲଞ୍ଚ କରିବାକୁ ଯାଉଛି ।

M2 chip ଚଳିତ ବର୍ଷ ବଜାର ପ୍ରବେଶ କରିବାକୁ ଯାଉଛି । ରୁମର ଅନୁସାରେ ଏହା M1ର ସ୍ଥାନ ନେବ । M2 chipରେ ମଧ୍ୟ M1 ପରି ୮-କୋର CPU ରହିଛି । ଏହା ଅଧିକ ସ୍ପିଡ଼ ଭାବେ କାମ କରିବ ବୋଲି ଜଣାପଡ଼ିଛି । ଏଥିରେ ଅତିରିକ୍ତ ଭାବେ ୯ ଓ ୧୦-କୋର GPU(Graphics processing unit) ଅପସନ ରହିବ । ଅନ୍ୟପଟେ TSMC(Taiwan Semiconductor Manufacturing Company, Limited) କମ୍ପାନୀ ୨୦୨୩ ମସିହାରେ ୩ ନାନୋମିଟର ଚିପ୍‌ ଆଣିବ ।

ରିପୋର୍ଟ ଅନୁସାରେ ଆପଲ୍‌ ମାର୍ଚ୍ଚରେ ଏକ ନୂଆ Mac ଆଣିବାକୁ ଥିବା ବେଳେ ମେ ଓ ଜୁନ ମାସରେ ମଧ୍ୟ ଆଉ ୨ଟି ମ୍ୟାକ୍‌ବୁକ୍‌ ଆଣିବ । ଆପଲ୍‌ ଆଗାମୀ ମାର୍ଚ୍ଚ ୮ରେ ହେବାକୁ ଥିବା ଇଭେଣ୍ଟରେ ୫-ଜି ଆଇଫୋନ SE ଓ ୫ଜି iPad Air ଏବଂ ଗୋଟିଏ ନୂଆ ମ୍ୟାକ୍‌ ଲଞ୍ଚ କରିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.