ETV Bharat / science-and-technology

ଘରେ ବସି ପ୍ରସ୍ତୁତ କରନ୍ତୁ ନିଜର ଲକଡାଉନ୍ ମ୍ୟୁଜିକ୍ - ଲକଡାଉନ୍ ମ୍ୟୁଜିକ୍

ଆମେରିକାର MIT Technology Review, ଏକ ଗୁଗୁଲ ମ୍ୟାଜେଣ୍ଟା ଦଳ ଅନେକ ସୃଜନଶୀଳ ପ୍ରକ୍ରିୟା ପାଇଁ ମେସିନ୍ ଲର୍ଣ୍ଣିଂ ଟୁଲ୍ସ ନିର୍ମାଣ କରେ । ଚଳିତ ବର୍ଷ ଏହା ଆଉ ଏକ ମଡେଲ୍ ନିର୍ମାଣ କରିଛି, ଯାହା ସାହାର୍ଯ୍ୟରେ ଆପଣ ନିଜର ସଙ୍ଗୀତ ପ୍ରସ୍ତୁତ କରିପାରିବେ ।

ଘରେ ବସି ପ୍ରସ୍ତୁତ କରନ୍ତୁ ନିଜର ଲକଡାଉନ୍ ମ୍ୟୁଜିକ୍

author img

By

Published : Sep 9, 2020, 12:26 PM IST

Updated : Feb 16, 2021, 7:52 PM IST

ହାଇଦ୍ରାବାଦ: ଆମେରିକାର MIT Technology Review, ଏକ ଗୁଗୁଲ ମ୍ୟାଜେଣ୍ଟା ଦଳ ଅନେକ ସୃଜନଶୀଳ ପ୍ରକ୍ରିୟା ପାଇଁ ମେସିନ୍ ଲର୍ଣ୍ଣିଂ ଟୁଲ୍ସ ନିର୍ମାଣ କରେ । ଚଳିତ ବର୍ଷ ଏହା ଆଉ ଏକ ମଡେଲ୍ ନିର୍ମାଣ କରିଛି, ଯାହା ସାହାର୍ଯ୍ୟରେ ଆପଣ ନିଜର ସଙ୍ଗୀତ ପ୍ରସ୍ତୁତ କରିପାରିବେ । ଏହାସହ AIର ଉପଯୋଗକୁ ମଧ୍ୟ ନୂଆ ସୃଜନଶୀଳତା ମିଳିବ। ଏଥିପାଇଁ ଆପଣଙ୍କୁ କୌଣସି ସଙ୍ଗୀତ ଶିକ୍ଷାର ଆବଶ୍ୟକତା ନାହିଁ । ଆପଣ ଘରେ ବସି ନିଜର ସଙ୍ଗୀତ ପ୍ରସ୍ତୁତ କରିପାରିବେ ।

ଘରେ ବସି ପ୍ରସ୍ତୁତ କରନ୍ତୁ ନିଜର ଲକଡାଉନ୍ ମ୍ୟୁଜିକ୍
ଘରେ ବସି ପ୍ରସ୍ତୁତ କରନ୍ତୁ ନିଜର ଲକଡାଉନ୍ ମ୍ୟୁଜିକ୍

ଲୋ-ଫାଇ ପ୍ଲେୟାର ନାମକ ଏକ ମଡେଲ୍ ନିର୍ମାଣ କରିଛନ୍ତି ଭାଇବ୍ରେଟ ଥାଓ । ନିଜ ଟିମ୍ ସହ ମିଶି ଲୋ-ଫାଇ ହିପ୍-ହପ୍ ସାଉଣ୍ଡଟ୍ରାକ ପ୍ରସ୍ତୁତ କରିଥିଲେ । ମ୍ୟୁଜିକ୍ ମିକ୍ସିଂରେ ଏହା ଆପଣଙ୍କୁ ବେଶ୍ ସହଯୋଗ କରିବ । ରୁମରେ ଥିବା ଅଧିକାଂଶ ଶବ୍ଦ, ମେସିନ୍ ଲର୍ଣ୍ଣିଂ ଦ୍ୱାରା ଉତ୍ପନ୍ନ ହୁଏ ନାହିଁ । ତେଣୁ ଥିଓ ଲୋ-ଫାଇ ଉତ୍ପାଦକଙ୍କ ସହିତ ବ୍ୟାସ୍ ଲାଇନ୍, ଡ୍ରମ୍ ଲାଇନ୍ ଓ ବ୍ୟାକଗ୍ରାଉଣ୍ଡ ଆମ୍ବିଆନ୍ସକୁ ଉପରେ କାର୍ଯ୍ୟ କରିଥିଲେ । ସେ ଚାରୋଟି ମେଲୋଡି ଅପ୍ସନ୍ ମଧ୍ୟ ଲେଖିଛନ୍ତି ଯାହାକୁ ଉପଭୋକ୍ତାମାନେ ବାଛି ପାରିବେ । ମେସିନ୍ ଲର୍ଣ୍ଣିଂ ପ୍ରତ୍ୟେକ ଉପଭୋକ୍ତାଙ୍କୁ ଏକ ସ୍ୱତନ୍ତ୍ର ମିଶ୍ରଣ ଦେବା ପାଇଁ ସ୍କ୍ରିପ୍ଟିଡ୍ ଟ୍ରାକ୍ ଉପରେ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥାଏ ।

ଲୋ-ଫାଇ ପ୍ଲେୟାରର ଆରମ୍ଭରେ ଏକ ଇଣ୍ଟରାକ୍ଟିଭ୍ ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମ୍ ମଧ୍ୟ ଅନ୍ତର୍ଭୁକ୍ତ । ଏଠାରେ ଉପଭୋକ୍ତାମାନେ ସଙ୍ଗୀତ ପରିବର୍ତ୍ତନ କରିବାକୁ ଚାଟ୍ ୱିଣ୍ଡୋରେ କମାଣ୍ଡ ଟାଇପ୍ କରିପାରିବେ । ବର୍ତ୍ତମାନ ପ୍ରୋଜେକ୍ଟ ଏହାର ପ୍ରଥମ ସଂସ୍କରଣରେ ଅଛି, କିନ୍ତୁ ଥିଓ ଆଗକୁ ଏହାକୁ ଅଧିକ ବିକଶିତ କରିବେ ।

Last Updated : Feb 16, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.