ETV Bharat / lifestyle

ପ୍ରଦୂଷଣରୁ ରକ୍ଷା କରିବ ଇନଡୋର ପ୍ଲାଣ୍ଟ

ପ୍ରଦୂଷଣରୁ ରକ୍ଷା କରିବ ଇନଡୋର ପ୍ଲାଣ୍ଟ । ଘରେ ଏହି ପ୍ଲାଣ୍ଟ ରଖିବା ଦ୍ବାରା କଣ ଲାଭ ହୋଇଥାଏ ଆସନ୍ତୁ ଜାଣିବା...

ପ୍ରଦୂଷଣରୁ ରକ୍ଷା କରିବ ଇନଡୋର ପ୍ଲାଣ୍ଟ
author img

By

Published : Nov 24, 2019, 3:31 PM IST

ବର୍ତ୍ତମାନ ପ୍ରଦୂଷଣର ବୃଦ୍ଧି ସବୁଠୁ ବଡ ସମସ୍ୟା ହୋଇ ଠିଆ ହେଲାଣି । ଏଥିରୁ ବର୍ତ୍ତିବା ପାଇଁ ଲୋକେ ବାହାରକୁ ଗଲେ ମାସ୍କ ବ୍ୟବହାର କରୁଥିବା ବେଳେ ଘରେ ଥିବା ସମୟରେ ସୁଦ୍ଧ ଅମ୍ଲଜାନ ପାଇଁ ଲଗାଇଥାନ୍ତି ଗଛ । ହେଲେ କେବଳ ଘର ବାହାରେ କିମ୍ବା ବାଲକୋନୀରେ ନୁହେଁ ଆପଣ ଘର ଭିତରେ ବି ଲଗାନ୍ତୁ ଇନଡୋର ପ୍ଲାଣ୍ଟ । ଆଉ ପାଆନ୍ତୁ ସୁଦ୍ଧ ଅମ୍ଲଜାନ।

ଏହା ଆପଣଙ୍କ ଘରକୁ ନ୍ୟାଚୁରାଲ୍‌ ଲୁକ ଦେବା ସହ ସୁସ୍ଥ ରଖିବାରେ ସହାୟକ ହେବ।ଆସନ୍ତୁ ଜାଣିବା ଘର ଭିତରେ କେଉଁ ଇନଡୋର ପ୍ଲାଣ୍ଟ ରଖିଲେ କଣ ଉପକାର ହୁଏ...

ମନି ପ୍ଲାଣ୍ଟ

ଏହି ପ୍ଲାଣ୍ଟ ଉଭୟ ଘର ଭିତରେ ଏବଂ ବାହାରେ ମଧ୍ୟ ଲଗାଇ ପାରିବେ । ଆପଣଙ୍କ ଘରକୁ ଏକ ୟୁନିକ ଲୁକ ଦେଇଥାଏ ଏହି ପ୍ଲାଣ୍ଟ । ଆପଣଙ୍କ ଘରକୁ ଅର୍ଥ ଆସିଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଘର ଭିତରେ ଥିବା ବାୟୁକୁ ନିର୍ମଳ ରଖିବାରେ ସାହାଯ୍ୟ କରେ ମନିପ୍ଲାଣ୍ଟ । ବାୟୁରୁ କାର୍ବନ ମନୋକ୍ସାଇଡକୁ କମ କରିଥାଏ

image
ପ୍ରଦୂଷଣରୁ ରକ୍ଷା କରିବ ଇନଡୋର ପ୍ଲାଣ୍ଟ

ଆରିକା ପାମ୍

ପ୍ରତିଦିନ ସକାଳୁ ଏହି ଗଛକୁ ଦେଖିବା ମାତ୍ରେ ଆପଣଙ୍କ ଭିତରେ ପଜିଟିଭିନେଶ ବୃଦ୍ଧି ପାଇଥାଏ। ଏହି ଗଛକୁ ଅଧିକ ମେଣ୍ଟେନାନ୍ସର ଆବଶ୍ୟକତା ପଡିନଥାଏ । ବାୟୁକୁ ସୁଦ୍ଧ ରଖିଥାଏ ଏହି ପ୍ଲାଣ୍ଟ। ସପ୍ତାହକୁ 2 ଥର ଏହି ଗଛରେ ଅଳ୍ପ ପାଣି ଦିଅନ୍ତୁ। କେବେ ଆବଶ୍ୟକ ହେଲେ ଟ୍ରିମିଂ କରନ୍ତୁ । ସିଧା ସୂର୍ଯ୍ୟ କିରଣ ଏହି ପ୍ଲାଣ୍ଟ ଉପରେ ପଡିବା ପାଇଁ ଦିଅନ୍ତୁ ନାହିଁ ।

image
ପ୍ରଦୂଷଣରୁ ରକ୍ଷା କରିବ ଇନଡୋର ପ୍ଲାଣ୍ଟ

ସ୍ପାଇଡର ପ୍ଲାଣ୍ଟ

ଘର କେଉଁ କୋଣରେ ଏହି ପ୍ଲାଣ୍ଟକୁ ରଖନ୍ତୁ। ବାୟୁରୁ ଟକ୍ସିକ କେମିକାଲକୁ ହ୍ରାସ କରିଥାଏ ସ୍ପାଇଡର ପ୍ଲାଣ୍ଟ । ସିଧା ସୂର୍ଯ୍ୟାଲୋକରୁ ଏହି ପ୍ଲାଣ୍ଟ ଦୂରେଇ ରଖନ୍ତୁ । ଆପଣ ବଜାରରୁ କିମ୍ବା ଅନଲାଇନରୁ ଏହି ଇନଡୋର ପ୍ଲାଣ୍ଟ ମଗାଇ ପାରିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.