ETV Bharat / lifestyle

ଲିପଷ୍ଟିକ କହିବ ଆପଣଙ୍କ ପର୍ସନାଲିଟି...

ଆମେ ସାଧାରଣତଃ ଜାଣିଛେ ମହିଳାଙ୍କ ଚାଲିଚଳଣରୁ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଜଣାପଡିଥାଏ । ତେବେ କେବଳ ଚାଲିଚଳଣ ନୁହେଁ ବରଂ ଏବେ ମହିଳାଙ୍କ ଲିପଷ୍ଟିକ କଲର ମଧ୍ୟ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଅବଗତ କରାଇବ ।

author img

By

Published : Feb 4, 2019, 2:44 PM IST

Updated : Feb 4, 2019, 3:37 PM IST

ପ୍ରତୀକାତ୍ମକ ଫଟୋ

ଆଜିକାଲି ଲିପଷ୍ଟିକ ଲଗାଇବା ଏକ ଟ୍ରେଣ୍ଡ ପାଲଟିଗଲାଣି । ମହିଳାମାନେ ଖାସ୍ କରି ନିଜକୁ ଏକ ଡିଫରେଣ୍ଟ ଲୁକ୍ ଦେବା ପାଇଁ ବିଭିନ୍ନ ପ୍ରକାର ଲିପଷ୍ଟିକ୍ ବ୍ୟବହାର କରୁଥାନ୍ତି । ମାର୍କେଟରେ ମଧ୍ୟ ଅନେକ ଭେରାଇଟ୍‌ର ଲିପଷ୍ଟିକ ଉପଲବ୍ଧ ହେଉଛି । ତେବେ ଆମେ ସାଧାରଣତଃ ଜାଣିଛେ ମହିଳାଙ୍କ ଚାଲିଚଳଣରୁ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଜଣାପଡିଥାଏ । ତେବେ କେବଳ ଚାଲିଚଳଣ ନୁହେଁ ବରଂ ଏବେ ମହିଳାଙ୍କ ଲିପଷ୍ଟିକ କଲର ମଧ୍ୟ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଅବଗତ କରାଇବ ।

ଲାଲ୍ ରଙ୍ଗ

ଯେଉଁ ମହିଳା ବ୍ରାଇଟ୍ ରେଡ୍ କଲରର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାଆନ୍ତି ସେମାନେ ଖୁବ୍ ଆତ୍ମବିଶ୍ବାସୀ ହୋଇଥାଆନ୍ତି । ଏମାନେ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଆନ୍ତି । ଏମାନଙ୍କ ସ୍ବଭାବ ଖୁବ୍ ବୋଲ୍ଡ ଏବଂ ଉର୍ଜାବାନ ହୋଇଥାଆନ୍ତି ।

ଗୋଲାପୀ ରଙ୍ଗ

ଏହି କଲରକୁ ସାଧାରଣତଃ ଗାର୍ଲି କଲର ବୋଲି କୁହାଯାଇଥାଏ । ଯେଉଁ ମହିଳା କିମ୍ବା ଝିଅଙ୍କର ଏହି ରଙ୍ଗ ପ୍ରିୟ ହୋଇଥାଏ ସେମାନଙ୍କ ହୃଦୟ ଖୁବ୍ ପରିଷ୍କାର ହୋଇଥାଏ । ପିଙ୍କ କଲରକୁ ପସନ୍ଦ କରୁଥିବା ମହିଳା ଖୁବ୍ ସମ୍ବେଦନଶୀଳ ଏବଂ ଯେ କୌଣସି ପରିସ୍ଥିତିରେ ପଜେଟିଭ୍ ରହିଥାଆନ୍ତି । ନିଜର ପର୍ସନାଲିଟି ପାଇଁ ଏମାନେ ସମସ୍ତଙ୍କ ମନ କିଣିବାରେ ସକ୍ଷମ ହୋଇଥାଆନ୍ତି ।

ୱାଇନ କଲର

ଏହି ରଙ୍ଗକୁ ପସନ୍ଦ କରୁଥିବା ଝିଅ ଖୁବ୍ ବୋଲ୍ଡ ହୋଇଥାଆନ୍ତି । ଏମିତିକି ସମସ୍ତଙ୍କୁ ନିଜ ଆଡକୁ କେନ୍ଦ୍ରୀତ କରିବାରେ ଏମାନେ ମାହିର ହୋଇଥାଆନ୍ତି । ଏମାନେ ସାଧାରଣତଃ ଜୋରରେ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରିଥାଆନ୍ତି ।

undefined

ବ୍ରାଉନ କଲର

ପ୍ଲମ କିମ୍ବା ବ୍ରାଉନ କଲର ଲିପଷ୍ଟିକ ପସନ୍ଦ କରୁଥିବା ଝିଅ ଏବଂ ମହିଳା ଗୋଟିଏ ଜିନିଷରୁ ଖୁବ୍ ଶୀଘ୍ର ବୋର୍ ହୋଇଯାଆନ୍ତି । ଏମାନେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପସନ୍ଦ କରିନଥାନ୍ତି।

ନ୍ୟୁଡ କଲର

ନ୍ୟୁଜ କଲର ଲିପଷ୍ଟିକକୁ ପସନ୍ଦ କରୁଥିବା ମହିଳା ଏବଂ ଝିଅ ଖୁବ୍ ସରଳ ହୋଇଥାଆନ୍ତି । ଏମାନେ ସ୍ବଭାବରେ ମଧ୍ୟ ଖୁବ୍ ଶାନ୍ତ ହୋଇଥାଆନ୍ତି । ଏମାନଙ୍କ ଚିନ୍ତାଧାରା ଖୁବ୍ ଉଚ୍ଚକୋଟିର ହୋଇଥାଏ ।

କମଳା ରଙ୍ଗ
ଏହି ରଙ୍ଗ ପସନ୍ଦ କରୁଥିବା ମହିଳା ଖୁବ୍ ଗରମ ସ୍ବଭାବର ହୋଇଥାଆନ୍ତି । ଏମାନଙ୍କ ଚେହେରାରେ ହିଁ ଯୋଶ୍ ଭରି ରହିଥାଏ । ଏମାନେ ନିଜ କାମ ପ୍ରତି ଖୁବ୍ ସିରିୟସ୍ ହୋଇଥାଆନ୍ତି ।

Intro:Body:

ସମ୍ପର୍କ ନ ରଖିଲେ ଶରୀର ପାଲଟିଯାଏ କୋମା!

ଆମ ଶରୀରର ପ୍ରତ୍ୟେକ ଅଙ୍ଗର କିଛି ନା କିଛି କାର୍ଯ୍ୟ ରହିଥାଏ । ଆଉ ପ୍ରତ୍ୟେକ ନିଜ କାର୍ଯ୍ୟ ସଠିକ୍ ଭାବରେ ନ କଲେ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ମନୁଷ୍ୟ ଜୀବିତ ରହିବା ପାଇଁ ହେଲେ ଶରୀରର 4ଟି ଅଙ୍ଗ ସର୍ବଦା କାର୍ଯ୍ୟକ୍ଷମ ରହିବା ଆବଶ୍ୟକ । ବ୍ରେନ୍, ହାର୍ଟ, କିଡନୀ ଏବଂ ହୃତପିଣ୍ଡ । ଏହା ଆମେ ସମସ୍ତେ ଜାଣିଛେ । କିନ୍ତୁ କଣ ଆପଣ ଜାଣିଛନ୍ତି ଶାରୀରିକ ସମ୍ପର୍କ ନ ରଖିବା ଦ୍ବାରା ଆପଣଙ୍କ ଶରୀର କାମ କରିବା ବନ୍ଦ କରିଦେଇଥାଏ । ତେବେ ଆସନ୍ତୁ ଜାଣିବା ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ଆମ ଶରୀରରେ କଣ ସବୁ ପରିବର୍ତ୍ତନ ଆସିଥାଏ । 

ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣ ତାଙ୍କ ସହ ଭାବନାତ୍ମକ ରୂପରେ ଯୋଡି ହୋଇଥାଆନ୍ତି । ଏକ୍ସପର୍ଟଙ୍କ କହିବା ଅନୁସାରେ,  ଯଦି ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବନ୍ଦ ହୋଇଯାଏ ତେବେ ଏହାଦ୍ବାରା ଆପଣଙ୍କ ଭାବନାତ୍ମକ ସମ୍ପର୍କ କମ୍ ହେବା ଆରମ୍ଭ ହୋଇଯାଇଥାଏ । 

ଚିନ୍ତାଗ୍ରସ୍ତ

ଖୁବ୍ କମ୍ ଲୋକ ଏହା ଜାଣିଛନ୍ତି ଯେ, ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଶାରୀରିକ ଏବଂ ମାନସିକ ଅବସାଦ ଉଭୟ ଦୂର ହୋଇଥାଏ । ଯେବେ ପାର୍ଟନରଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବଢିଥାଏ, ତେବେ ଏଣ୍ଡ୍ରୋଫିନ୍ ଏବଂ ଡୋପାମାଇନର ସ୍ତର ଠିକ୍ ରହିଥାଏ ଏବଂ ଶରୀରକୁ ଆଶ୍ବସ୍ତି ମିଳିଥାଏ । ଏକ୍ସପର୍ଟଙ୍କ କହିବା ଅନୁସାରେ ଏହାଦ୍ବାରା ନିଦ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ । 

ହରମୋନ ଲେବୁଲ୍ ଇନବାଲାନ୍ସ

ଏକ୍ସପର୍ଟଙ୍କ କହିବା ଅନୁସାରେ, ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ହରମୋନ ଲେବୁଲ୍ ବାଲାନ୍ସ ରହିଥାଏ । 

ଯଦି ପାର୍ଟନରଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନ ରହେ, ତେବେ ମହିଳାଙ୍କୁ ମାସିକ ଧର୍ମରେ ମଧ୍ୟ ସମସ୍ୟା ଉପୁଜିଥାଏ । 

Conclusion:
Last Updated : Feb 4, 2019, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.